Browsing Category

ଦେଶ

ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ; ଜଣେ ମୃତ, ୪ ଗୁରୁତର

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ ସତାଙ୍ଗ କୁକିଙ୍କ ପାହାଡ଼ି ଗାଁରେ…

ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମହିଳା ମୃତ, ୧୭ ଆହତ…

ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଶନିବାର ମଧ୍ୟରାତ୍ରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ…

ଆମେରିକାରେ ପ୍ରଥମ; ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ

ନିୟୁର୍କ : ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦେବାରେ ପ୍ରଥମ ଦେଶ ହେଲା ଆମେରିକା। ନାଇଟ୍ରୋଜେନ ବା ଯବକ୍ଷାରଜାନ ବ୍ୟବହାର କରି ଆମେରିକାର ଅଲବାମାରେ ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ…

କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ମମତା

କୋଲକାତା: ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇ ପଶ୍ଚିମବଙ୍ଗରେ ଏକୁଟିଆ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ…

ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ ଆପ

ନୂଆଦିଲ୍ଲୀ: ବିଜେପିକୁ ପରାଜିତ କରିବାକୁ ବିରୋଧୀ ଦଳମାନଙ୍କ ମଧ୍ୟରେ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି | ଦୁଇ ଦିନ ତଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ…

ବିହାର ରାଜନୀତିରେ ହଟଚମଟ; ରାତାରାତି ବଦଳିଲେ ଆଇଏଏସ୍‌,ଆଇପିଏସ, ଆଜି ୩ ପାର୍ଟିର ଦଳୀୟ ବୈଠକ

ପାଟନା : ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଆରମ୍ଭ ହୋଇଗଲାଣି ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ମାରି ପାରନ୍ତି ୟୁ-ଟର୍ଣ୍ଣ । ମହାଗଠବନ୍ଧନ ଛାଡି ପଦ୍ମ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ନୂଆ ସମନ ଜାରି କରି ଆସନ୍ତା ସପ୍ତାହରେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ଯୋଗ ଦେବାକୁ କହିଛି। ଜାନୁଆରି ୨୯…

କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଫୋନ ଉଠାଉ ନାହାନ୍ତି ନୀତୀଶ କୁମାର

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଦାବି କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ…

ଏସବୁ ସ୍ଥାନରୁ ଆରମ୍ଭ ହୋଇପାରେ ୩ୟ ବିଶ୍ବଯୁଦ୍ଧ, ଚାଟ୍ ଜିପିଟିର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଓ ଇସ୍ରାଏଲ୍-ହାମାସ ଯୁଦ୍ଧ ଆରମ୍ଭ ହେବା ପରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିଯାଇଥିଲା । ଏପରିକି ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ବୋଲି ଲୋକେ ବିଶ୍ୱାସ କରିବା ଆରମ୍ଭ…

ଅଖିଳେଶ ଯାଦବ ଘୋଷଣା କଲେ ‘ଇଣ୍ଡିଆ’ ମେଣ୍ଟର ଆସନ ବୁଝାମଣା ଯୋଜନା, କଂଗ୍ରେସ ‘ଅସହମତ’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ଶନିବାର ଘୋଷଣା କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ଉତ୍ତରପ୍ରଦେଶର ୧୧ଟି ଆସନରେ ଲଢ଼ିବ। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା…