Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସଂସଦର ସୁରକ୍ଷା ତ୍ରୁଟି ଘଟଣା: ଅଭିଯୁକ୍ତଙ୍କ ପୋଡା ଯାଇଥିବା ଫୋନ୍ ପାର୍ଟ୍ସ ପାଇଲା ପୁଲିସ…
ସଂସଦ ଭବନର ସୁରକ୍ଷା ତ୍ରୁଟି ପଛର କାରଣ ଖୋଜୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ଯଦି ଦେଶର କିଛି ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିବାକୁ ଅଭିଯୁକ୍ତମାନେ ଏପରି କରିଥିଲେ ତେବେ ସେଲ୍ ଫୋନ୍ ପୋଡି ଦେବାର କାରଣ କ’ଣ? ଏସବୁ ନାନା ପ୍ରଶ୍ନ…
ସିନିୟର୍-ଜୁନିୟର୍ ଫରକ୍ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର
ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।’ ଏମିତି କିଛି କହି ବିଚ୍ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…
ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି
ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ…
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟରେ ଜିତିଲା ଭାରତ…
ପ୍ରଥମେ ବୋଲର୍ ଆଉ ପରେ ଦକ୍ଷିଣ ଆଫ୍ରିକାକୁ ଧୋଇ ଦେଲେ ବ୍ୟାଟର୍। ପ୍ରଥମ ଦିନିିକିଆରେ ଭାରତକୁ ସହଜ ବିଜୟ ମିଳିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି। ପଦାର୍ପଣ ମ୍ୟାଚ୍ରେ ସାଇ ସୁଦର୍ଶନଙ୍କ ବ୍ୟାଟିଂର ଚମକ…
ଆମ୍ବୁଲାନ୍ସକୁ ବାଟ ଛାଡିବା ପାଇଁ ନିଜ କାରକେଡ଼କୁ ଅଟକାଇଲେ ମୋଦୀ…
ବାରଣାସୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାରଣାସୀ ଗସ୍ତରେ ଅଛନ୍ତି। ତେବେ, ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍’କୁ ଅଟକାଇ ଦେଇଥିଲେ। ଏହି…
JSW ଗ୍ରୁପ୍ ସିଏମ୍ଡି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଥାନାରେ ଅଭିଯୋଗ କଲେ ୩୦ ବର୍ଷୀୟା ଡାକ୍ତରାଣୀ
ବଢିଲା JSW ଗ୍ରୁପ୍ ସିଏମ୍ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ । ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ୩୦…
ସୋଲାର ବିସ୍ଫୋରକ କମ୍ପାନୀରେ ବିସ୍ଫୋରଣ, ୯ ମୃତ…
ମହାରାଷ୍ଟ୍ର ନାଗପୁରରେ ଅଘଟଣ। ଏକ ସୋଲାର୍ ଏକ୍ସପ୍ଲୋସିଭ୍(ସୋଲାର ବିସ୍ଫୋରକ) କମ୍ପାନୀରେ ବିସ୍ଫୋରଣ ଘଟି ଅତି କମରେ ଛଅ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି।
ସବିଶେଷ ତଥ୍ୟ ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ…
ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲଙ୍କ ରଣହୁଙ୍କାର…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବର ବଠିଣ୍ଡାଠାରେ ୧୧୨୫ କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବଠିଣ୍ଡାରେ ‘ବିକାଶ କ୍ରାନ୍ତି ରାଲି’ରେ ଭାଗ ନେଇଥିଲେ। ଏହି ସମୟରେ ପଞ୍ଜାବର…
ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ ହୀରା…
ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା
ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।
ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର ତିନି ଜଣ ସମର୍ଥକ ସହିତ…