Browsing Category

ଦେଶ

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ…

ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଆହତ ହୋଇଛନ୍ତି। ସହିଦ ଯବାନଙ୍କ ନାଁ କମଳେଶ ସାହୁ। ତାଙ୍କ ଘର ଛତିଶଗଡ଼ର ଜନଜଗିରଚାପା ଜିଲ୍ଲା…

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ…

ବିଷ୍ଣୁଦେଓ ସାଏ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଅରୁଣ ସାଓ ଓ ବିଜୟ ଶର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାୟପୁରରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ…

ଜିନ୍ସ ଓ ଅନ୍ତଃବସ୍ତ୍ରରୁ ମିଳିଲା ଲକ୍ଷାଧିକ ଟଙ୍କାର ସୁନା…

ସୁନା ଚୋରା ଚାଲାଣ କରୁଥିବା ବେଳେ ଏୟାରପୋର୍ଟରୁ ଧରାପଡ଼ିଛି ଜଣେ ଯୁବକ। କର୍ଣ୍ଣାଟକାର କୋଡାଗୁ ଅଞ୍ଚଳର ଏହି ଯୁବକ ଜଣଙ୍କ ଜିନ୍ସ ଓ ଅନ୍ତଃବସ୍ତ୍ରରେ ସୁନା (ଗୋଲ୍ଡ ପେଷ୍ଟ) ନେଇ ଯାଉଥିବା ବେଳେ ଧରାପଡ଼ିଛି। ଜବତ ସୁନାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ…

ଅନୁପ୍ରବେଶକାରୀ ଠାରୁ ଗ୍ୟାସ୍‌ ଡବା ଛଡ଼ାଇ ଫିଙ୍ଗିଥିଲେ କଂଗ୍ରେସ ସାଂସଦ…

ଦୁଇ ଜଣ ଯୁବକ ଆଜି ସୁରକ୍ଷା ବଳୟକୁ ଭେଦ କରି ଲୋକସଭାରେ ପ୍ରବେଶ କରିଛନ୍ତି। ସେମାନେ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭାର ମଧ୍ୟ ଭାଗକୁ ଡେଇଁ ହଳଦିଆ ଗ୍ୟାସ ମାଡ଼ କରିଛନ୍ତି। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଲୋକସଭା କ’ ହଳଦିଆ ଧୂଆଁରେ ପୂରି ଯାଇଥିଲା। ଜଣେ ଯୁବକ ସାଂସଦଙ୍କ…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ ଖୋଲା ହେଲାଣି ୫୧ କୋଟି ଆକାଉଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି | କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି | ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ…

ସଂସଦ ରେ ଅନୁପ୍ରବେଶକାରୀକୁ ପାସ୍‌ ଦେଇଥିଲେ ବିଜେପି ସାଂସଦ..!

ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ପୂରା ଦେଶରେ ଆତଙ୍କ ଖେଳି ଯାଇଛି। ସଂସଦର ନୂଆ ଲୋକସଭା ବିଲଡିଂରେ ଅନୁପ୍ରବେଶ ଦେଖିବାକୁ ମିଳିଛି। ଲୋକସଭାର କାର୍ଯ୍ୟ ଚାଲିଥିବା ବେଳେ ଆଜି ହଠାତ୍‌ ଦୁଇ ଜଣ ଯୁବକ ଏହା ଭିତରେ ପଶି ହଙ୍ଗାମା କରିଛନ୍ତି। ଦର୍ଶକ…

ଷ୍ଟେସନ ପ୍ଲାଟଫର୍ମ ଉପରେ ଖସି ପଡିଲା ପାଣିଟାଙ୍କି, ବହୁ ଯାତ୍ରୀ ଆହତ…

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ପ୍ଲାଟଫର୍ମରେ ଏକ ବଡ ପାଣି ଟାଙ୍କି ଖସିପଡି ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ପୂର୍ବ ରେଳ ଜୋନ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଭିତରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ…

ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ପରିଚୟ…

ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ଟିମ୍‌, ଚାଲିଛି ମାଟି ଖୋଳା…

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି…

ଏଣିକି ଜେଏନୟୁରେ ଧାରଣା ଦେଲେ ଦେବାକୁ ପଡିବ ୨୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଅନେକ ବିବାଦ କାରଣରୁ ଅନେକ ସମୟରେ... Source