Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସ୍ବିଜର୍ଲାଣ୍ଡ୍ର ଜ୍ୟୁରିକ୍ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର…
ହଂକଂ: ଚଳିତ ବର୍ଷ ସିଙ୍ଗାପୁର ଓ ସ୍ବିଜର୍ଲାଣ୍ଡ୍ର ଜ୍ୟୁରିକ୍ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର ମାନ୍ୟତା ପାଇଥିବା କଥା ଆଜି ‘ଦି ଇକୋନମିଷ୍ଟ୍ ଇଣ୍ଟେଲିଜେନ୍ସ୍ ୟୁନିଟ୍’ (ଇଆଇୟୁ) କହିଛି।
ଏହି ବ୍ୟୟବହୁଳ ସହର ତାଲିକାରେ ଉପରୋକ୍ତ ଦୁଇଟି ସହର ପଛକୁ…
ଏବେ ଅଞ୍ଜୁ କୁଆଡ଼େ ଯିବେ?
ନୂଆଦିଲ୍ଲୀ: ୬ ମାସ ତଳେ ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ସ୍ବାମୀ ଓ ପିଲାଙ୍କୁ ପର କରି ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ବୁଧବାର ନିଜ ଦେଶକୁ ଫେରିଛନ୍ତି। ପ୍ରଥମେ ସେ ୱାଘା ସୀମାରେ ପହଞ୍ଚିଥିଲେ। ସେଠାରେ ଆଇବି ଓ ପୁଲିସ୍ ତାଙ୍କୁ ପଚରାଉଚରା…
‘ଏହା ଭାରତର ନୀତି ନୁହେଁ’ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତି ଅଭିଯୋଗ ଉପରେ କହିଲା ଭାରତ…
ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହେବା ଭାରତ ସରକାରଙ୍କ ନୀତିର ବିପରୀତ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ…
ମୃତ ମା’ ସହ ବର୍ଷେ, ରେଜେଇ ତଳେ ଲୁଚାଇଥିଲେ ଶବ…
ବାରାଣସୀ : ଦୁଇ ବର୍ଷ ତଳେ ବାପା ଘର ଛାଡ଼ି ଚାଲିଗଲେ। ଏହାର ବର୍ଷେ ପରେ ହଠାତ୍ ଦୁନିଆ ଛାଡ଼ିଦେଲେ ଅସୁସ୍ଥ ମା’। ଘରେ ଦୁଇ ଝିଅ। କ’ଣ କରିବେ କିଛି ବୁଝି ପାରିଲେନି। ମା’ର ଅନ୍ତିମ ସଂସ୍କାର କରିବାକୁ ବି ପାଖରେ ନଥିଲା ଟଙ୍କା। ସେଥିପାଇଁ କାହାକୁ କିଛି ନ ଜଣାଇ ମା’ର…
ବିଷାକ୍ତ ଆୟୁର୍ବେଦିକ ସିରପ୍ ପିଇ ୫ ମୃତ, ୨ ଗୁରୁତର…
ଅହମ୍ମଦାବାଦ : ଆୟୁର୍ବେଦିକ ସିରପ ନେଲା ଜୀବନ। ବିଷାକ୍ତ ଆୟୁର୍ବେଦିକ ସିରପ୍ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।
ସୂଚନା ମୁତାବକ, ଗୁଜରାଟର ଖେଡା ଜିଲ୍ଲାରେ ମିଥାଇଲ ଆଲକହଲ ଯୁକ୍ତ…
ବାୟୁସେନା ଲାଗି ୯୭ ତେଜସ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ
ନୂଆଦିଲ୍ଲୀ : ଥରିବେ ଶତ୍ରୁ ପକ୍ଷ। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ସାମିଲ ହେବ ଆଉ ୯୭ଟି ଲଢ଼ୁଆ ବିମାନ ତେସଜ। ସେହିପରି ୧୫ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟରକୁ ମଧ୍ୟ ସାମିଲ କରାଯିବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏସବୁ ଲଢ଼ୁଆ ବିମାନ କ୍ରୟ କରିବାକୁ ଆଜି…
ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍…
ହାଇଦ୍ରାବାଦ : ତେଲାଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍। ସକାଳ ୭ଟାରୁ ଧାଡିରେ ଛିଡା ହୋଇ ମତଦାନ କରୁଛନ୍ତି ଭୋଟର୍। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି।
ସକାଳୁ ସକାଳୁ…
ସବୁଠାରୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର…
ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ହୋଇଛି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ…
ଉଦ୍ଧାର ଶ୍ରମିକ ଗବ୍ବର ସିଂହଙ୍କ କଥାକୁ ନେଇ ଚର୍ଚ୍ଚା
ଦୀର୍ଘ ୧୭ ଦିନ ହେଲା ଉତ୍ତରାଖଣ୍ଡରର ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଶେଷରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମୂଷା ଗାତ ଖୋଳାଳି, ଉଦ୍ଧାରକାରୀ ଟିମ ଓ ଦେଶବାସୀଙ୍କ ପ୍ରାର୍ଥନା ଆଗରେ ଜୀବନ ଜିତିଛି। ୪୧ ଶ୍ରମିକ ୧୭ ଦିନ ହେଲା ଟନେଲ ଭିତରେ ଫସି ରହିଥିଲେ ମଧ୍ୟ…
‘ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ…
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ…