Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁମ୍ବାଇକୁ ଘାରିଲା ଜିକା ଭାଇରସ୍ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ…
କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ…
ବିବାହିତା ମହିଳାଙ୍କ ସହିତ ‘ଲିଭ୍-ଇନ୍’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ…
ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କ ସହିତ ‘ଲିଭ୍-ଇନ୍’ ସମ୍ପର୍କ ରଖିବା ଓ ତାଙ୍କ ପ୍ରତି ବିଶ୍ବାସଘାତକତା କରିଥିବା କାରଣରୁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସରକାରୀ ଅଧିକାରୀଜଣକ କହିଛନ୍ତି,…
କେରଳ-ତାମିଲନାଡୁରେ ପ୍ରବଳ ବର୍ଷା, IMD ଜାରି କଲା ଆଲର୍ଟ…
ମୁମ୍ଵାଇ : ଗୁରୁବାର ୨୩ ନଭେମ୍ବର ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଯାତାୟତରେ ମଧ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ PWD…
‘୧୦ ଲକ୍ଷ ବିଟ୍ କଏନ ଦିଅ, ନଚେତ ମୁମ୍ବାଇ ଏୟାରପୋର୍ଟ ଉଡ଼ାଇ ଦେବୁ ’
‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍ କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍ ମୁମ୍ବାଇ ପୁଲିସ୍ର ନିଦ ହଜାଇ ଦେଇଛନ୍ତି।
ମୁମ୍ବାଇ ପୁଲିସ୍ ସୂଚନା ଅନୁଯାୟୀ,…
ଭାଙ୍ଗିଲା ଡ୍ରିଲିଂ ମେସିନ, ନିଆଗଲା ଡ୍ରୋନର ସହାୟତା…
ଗତ ୧୩ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ଶ୍ରମିକଙ୍କୁ ବାହାର କରି ଦିଆଯିବ ବୋଲି ଆକଳନ କରାଯାଉଥିବା…
‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC
ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ…
୭୦୦ କର୍ମଚାରୀଙ୍କ ଇସ୍ତଫା ଧମକ ପରେ ଓପନ୍ଏଆଇକୁ ଫେରିଲେ ଅଲ୍ଟମ୍ୟାନ୍
ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଭିତରେ ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂସ୍ଥା ଓପନ୍ଏଆଇରେ ବହୁତ କିଛି ଘଟିଯାଇଛି। ପ୍ରଥମେ କଂପାନିର ସିଇଓ ସାମ୍ ଅଲ୍ଟମ୍ୟାନ୍କୁ ବୋର୍ଡ ବିଦା କରି…
ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!
ଉତ୍ତରକାଶୀ : ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ…
ଗୁରୁବାର ସୁଦ୍ଧା ଟନେଲରୁ ବାହାରିବେ ୪୧ ଶ୍ରମିକ…
ଦୀର୍ଘ ୧୧ ଦିନ ହେବ ସୁଡ଼ଙ୍ଗ ତଳେ ଫସି ରହିଛନ୍ତି ୪୧ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଛି ପୂରା ପ୍ରଶାସନ। ଶ୍ରମିକଙ୍କ ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଟନେଲ ଭିତରେ…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ସହିଦ୍…
ରଜୌରୀ: ଜମ୍ମୁ-କଶ୍ମୀରରେ ହେଲା ଆତଙ୍କବାଦୀ ଆକ୍ରମଣ। ସହିଦ ହେଲେ ୩ଯବାନ। ଆଜି ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଏହି ସମୟରେ ଦୁଇ କ୍ୟାପଟେନ ରାଙ୍କର ଅଧିକାରୀଙ୍କ ସମେତ ତିନିଜଣ ଯବାନ ସହିଦ…