Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀ ମୃତ, ପୁଅ ଗୁରୁତର
ସାମାନ୍ୟ ବିବାଦରୁ ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ପଡ଼ୋଶୀ। ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀଙ୍କ ପୁଅ ଗୁରୁତର ହୋଇଛନ୍ତି। ଏପରି ଏକ ଘଟଣା ଗୁଜରାଟର ଅମରେଲି ଜିଲ୍ଲାର ଧାରୀ ଅଞ୍ଚଳରେ ଘଟିଛି । ମୃତ ମହିଳା ନେତ୍ରୀଜଣକ ହେଲେ ମଧୁବେନ ଯୋଶୀ।
ଘଟଣା ଦିନ ମଧୁବେନ…
ଲୋକ ମରିଯାଉଥିଲେ, ମୋଦୀ ତାଳି ବଜାଉଥିଲେ: ରାହୁଲ…
ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧି ସମୟରେ, ଯେତେବେଳେ ସାରା ଦେଶରେ ଲୋକମାନେ ମରୁଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ…
ବିଶ୍ବକପ ଫାଇନାଲରେ ଭାରତ
ମୁମ୍ବାଇ: ବିଶ୍ୱକପ୍ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ହଠାତ୍ କାର୍ ଆଗକୁ ଡେଇଁଲେ ମହିଳା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ତାଙ୍କ କାର୍ ଆଗକୁ ହଠାତ୍ ଜଣେ ମହିଳା ଡେଇଁ ପଡ଼ିଛନ୍ତି। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ବ୍ରେକ୍ ମାରି କାର୍କୁ ଅଟକାଇଛନ୍ତି ଚାଳକ। ତୁରନ୍ତୁ ଉକ୍ତ ମହିଳାଙ୍କୁ ଅଟକ ରଖାଯାଇଛି। ପୁଲିସ ତାଙ୍କୁ…
ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଦିନିକିଆରେ କଲେ ୫୦ତମ ସେଞ୍ଚୁରୀ…
ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି ।…
ଉରି ସେକ୍ଟରରେ ୨ ପାକିସ୍ତାନୀ ଆତଙ୍କୀ ନିପାତ…
ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ସୁରକ୍ଷା ବାହିନୀ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ୨ ଆତଙ୍କୀ। ବର୍ତ୍ତମାନ ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ…
ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲଙ୍କ ସୁପାରିଶ…
ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶି ଏହି ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭିଜିଲାନ୍ସ ବିଭାର ରିପୋର୍ଟକୁ ଦିଲ୍ଲୀ…
ରାଜସ୍ଥାନ କରଣପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ…
ରାଜସ୍ଥାନର କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଛି । କୁନ୍ନର ଦୀର୍ଘଦିନରୁ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ସିଟରେ ୨୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଆଉ…
ଭାରସାମ୍ୟ ହରାଇ ୨୫୦ ମିଟର ତଳକୁ ଖସିଲା ବସ୍; ୩୬ ମୃତ…
ଜମ୍ମୁ- କଶ୍ମୀରରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପ୍ରାୟ ୨୫୦ ମିଟର ତଳକୁ ଏକ ଯାତ୍ରୀବାହୀ ବସ୍ ଖସିଯିବାରୁ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଜମ୍ମୁ-…
‘ଇକମ୍’ ଏବଂ ‘ଇନଷ୍ଟା ଇଏମ୍ଆଇ କାର୍ଡ’ ମାଧ୍ୟମରେ ଋଣ ପ୍ରଦାନ ବନ୍ଦ କରିବାକୁ ବଜାଜ ଫାଇନାନ୍ସକୁ ରିଜର୍ଭ ବ୍ୟାଙ୍କର…
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବୁଧବାର ବଜାଜ ଫାଇନାନ୍ସକୁ ଏହାର ‘ଇକମ୍’ ଏବଂ ‘ଇନଷ୍ଟା ଇଏମ୍ଆଇ କାର୍ଡ’ ଅଧୀନରେ ଋଣ ମଞ୍ଜୁର ଓ ବିତରଣକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ଧାରା…