Browsing Category

ଦେଶ

ରେଳଧାରଣାରେ ବସି କ୍ରିକେଟ ମ୍ୟାଚ ଦେଖୁଥିଲେ ଦୁଇ ଭାଇ, ମାଡ଼ିଗଲା ଟ୍ରେନ…

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ସାମାନ୍ୟ ଅବହେଳା ହେତୁ ଦୁଇ ଭାଇ ପ୍ରାଣ ହରାଇଛନ୍ତି। ଦୁହେଁ କାନରେ ଇୟରଫୋନ୍ ଲଗାଇ ରେଳଧାରଣାରେ ବସି ମୋବାଇଲରେ ମ୍ୟାଚ୍ ଦେଖୁଥିଲେ। ଏହି ସମୟ ମଧ୍ୟରେ ଏକ ଟ୍ରେନ ଦୁର୍ଘଟଣାରେ…

ଦୀପାବଳି ପାଳନ କଲା ‘ଟିମ୍‌ ଇଣ୍ଡିଆ’: ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଭାଇରାଲ୍‌…

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କର ଏକ ଫଟୋ ଭାଇରାଲ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଜି ଅର୍ଥାତ୍ ଦୀପାବଳି ଦିନ ଭାରତକୁ ବିଶ୍ୱକପରେ ନେଦରଲ୍ୟାଣ୍ଡ ସହିତ ଶେଷ…

ଭୁଶୁଡିଲା ନିର୍ମାଣାଧୀନ ଟନେଲ୍, ଫସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ…

ସମଗ୍ର ଦେଶ ଦୀପାବଳି ମନାଉ ଥିବାବେଳେ ଉତ୍ତରାଖଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା। ଶ୍ରମିକ ନିୟୋଜିତ ଥିବା ସମୟରେ ଭୁଶୁଡି ପଡିଛି ଏକ ନିର୍ମାଣାଧୀନ ଟନେଲ୍। ପ୍ରାଥମିକ ରିପୋର୍ଟ ଅନୁସାରେ, ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାକ…

ହାତ ଛାଡି ବିଆରଏସରେ ମିଶିଲେ ପଲବାଇ ଶ୍ରାବନ୍ତି…

ବିଧାନସଭା ନିର୍ବାଚନୀ ମାହୋଲ ମଧ୍ୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି(ଟିପିସିସି)କୁ ବଡ ଝଟକା। ମୁଖପାତ୍ର ପଲବାଇ ଶ୍ରାବନ୍ତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ହାତ ଛାଡୁ ଛାଡୁ ଶ୍ରାବନ୍ତି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି। ଚଳିତ ମାସ…

ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ଆତଙ୍କବାଦୀ ନେଟ୍‌ଓ୍ଵାର୍କ, ISIS ପାଇଁ କାମ କରୁଥିବା ୬ ସନ୍ଦିଗ୍ଧ ଗିରଫ

ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ୟୁପିର ବିଭିନ୍ନ ଅଞ୍ଚଳରୁ ୬ ସନ୍ଦିଗ୍ଧ ISIS ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ନାଭେଦ ସିଦ୍ଦିକି, ରକିବ ଇନାମ, ମହମ୍ମଦ ନାଜିମ ଓ ମହମ୍ମଦ ନୋମାନ। ଗିରଫ ସମସ୍ତ…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋକ ଉତ୍ସବ ପୂର୍ବରୁ ଦେଶକୁ ସମ୍ବୋଧିତ କରି ଦେଶକୁ ଖୁସି ଏବଂ ସମୃଦ୍ଧ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ନିମ୍ନ ବର୍ଗର ଲୋକଙ୍କୁ ସାହାଯ୍ୟ କରିବାକୁ ଏବଂ ଆବଶ୍ୟକ…

ହସ୍ପିଟାଲରେ ଲୋକଙ୍କୁ ପଣବନ୍ଦୀ କରିଥିବା ହମାସ କମାଣ୍ଡର ନିପାତ…

ହମାସର ଆଉ ଜଣେ ବରିଷ୍ଠ କମାଣ୍ଡରକୁ ନିପାତ କଲା ଇସ୍ରାଏଲ୍ ସେନା। ଗାଜା ଡାକ୍ତରଖାନାରେ ଏକ ହଜାରରୁ ଅଧିକ ଲୋକଙ୍କୁ ବନ୍ଦୀ କରି ରଖିଥିବା ହମାସ କମାଣ୍ଡରକୁ ସଫା କରିଛନ୍ତି ଇସ୍ରାଏଲ ସୈନ୍ୟବାହିନୀ। ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ଟ୍ୱିଟ୍(ବର୍ତ୍ତମାନର…

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ। ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ ଆଶା କରିଥିଲେ…

ଦୀପାବଳି ପାଇଁ ପ୍ରବଳ ଭିଡ଼, ରେଳ ଷ୍ଟେସନରେ ହେଲା ଦଳାଚକଟା…

ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରଶାସନ…