Browsing Category

ଦେଶ

ପଞ୍ଜାବର ଆପ୍‌ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଲା ଇଡି…

ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆମ୍‌ ଆଦମୀ ପାର୍ଟି ନେତାଙ୍କ ଅଡୁଆ ବଢ଼ିଛି। ପଞ୍ଜାବର ଆପ୍‌ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ପୁରୁଣା ବ୍ୟାଙ୍କ କେସ୍‌ ମାମଲାରେ ଇଡି ଆଜି ଏହି ଆପ୍‌ ବିଧାୟକଙ୍କୁ ଗିରଫ କରିଛି।…

ଦିଲ୍ଲୀରେ ଭୂକମ୍ପ ଅନୁଭୂତ…

ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଏନ୍‌ସିଆର୍‌ରେ ଆଜି ପୁଣି ଥରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ତେବେ ଏଥିରେ କ’ଣ ସବୁ କ୍ଷୟକ୍ଷତି ଘଟିଛି ସେ ନେଇ କିଛି ସୂଚନା ମିଳି ନାହିଁ। ୩୦ ସେକେଣ୍ଡ ମଧ୍ୟରେ ଦିଲ୍ଲୀରେ ଦୁଇ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା…

ବାୟୁ ପ୍ରଦୂଷିତ ହେବା ପଛରେ ହରିୟାଣା ଦାୟୀ : କେଜ୍ରିୱାଲ

ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନମାନର ରହିଛି। ଏହାରି ଭିତରେ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସୋଶାଲ ମିଡିଆ ଜରିଆରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ଆମ୍‌ ଆଦମୀ ପାର୍ଟି। ।…

ରାଜଧାନୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ କାର୍‌ ଉପରେ ବ୍ୟାନ୍‌, ଲାଗୁ ହେଲା ଅଡ୍‌-ଇଭେନ୍‌

ଦିଲ୍ଲୀରେ ଦିନକୁ ଦିନ ବାୟୁ ବିଷାକ୍ତ ହେବାରେ ଲାଗିଛି। ଏଠାରେ ପ୍ରଦୂଷଣ ମାତ୍ରା ଢ଼େର ବଢ଼ି ଯାଇଛି। ସ୍ଥିତି ଏପରି ହୋଇଛି ଯେ, ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ…

ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ଗେହଲଟ୍…

ପାଖେଇ ଆସିଲାଣି ରାଜସିଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍‌ରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ଜୋର୍‌ସୋର୍‌ରେ ପ୍ରଚାର ପ୍ରସାର କରୁଛନ୍ତି। ଏହାରି ଭିତରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ନାମାଙ୍କନ…

ମହାଦେବ ଆପ୍‌ ମାଲିକଙ୍କ ଦାବି, ବଘେଲଙ୍କୁ ଦେଇଛି ୫୦୮ କୋଟି…

ମହାଦେବ ବେଟିଂ ଆପ୍‌କୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବଘେଲଙ୍କ ବିରୋଧରେ ଏପରି ସାଂଘାତକି ଅଭିଯୋଗ ଆଣିଛନ୍ତି ଖୋଦ ମହାଦେବ ବେଟିଂ ଆପ୍‌ର ମାଲିକ ଶୁଭମ ସୋନି। ମାତ୍ର ଶୁଭମ ସୋନିଙ୍କ…

ପରୀକ୍ଷା ହଲ୍‌ରେ ପ୍ରବେଶ ପାଇଁ ମଙ୍ଗଳସୂତ୍ର, ପାଦ ମୁଦି ଓହ୍ଲାଇଲେ ମହିଳା ପରୀକ୍ଷାର୍ଥୀ

ମଙ୍ଗଳସୂତ୍ର, ପାଦ ଝୁଣ୍ଟିଆ ହେଉଛି ସଧବା ନାରୀର ଲକ୍ଷଣ । ଏହାକୁ ଜବରଦସ୍ତି ଓହ୍ଲାଇବାକୁ ବାଧ୍ୟ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଘଟିଛି। ବାଙ୍ଗାଲୁରୁରେ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଚାଲିଥିବା ବେଳେ ଏପରି ଏକ ଘଟଣା ଘଟିଥିବା…

କର୍ଣ୍ଣାଟକ ମହିଳା ଭୂତତ୍ତ୍ୱ ବିଜ୍ଞାନୀ ହତ୍ୟା ମାମଲା; ପୂର୍ବ ଡ୍ରାଇଭର ଗିରଫ…

କର୍ଣ୍ଣାଟକର ଜଣେ ମହିଳା ସରକାରୀ ଅଫିସରଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ଆଜି ରାଜ୍ୟ ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି। ସୂତ୍ରରୁ ପ୍ରକାଶ ପାଇଥିବା…

ଆମେରିକା ସେନା ଏୟାରବେସ୍‌ ଉପରେ ପାଲେଷ୍ଟାଇନ୍‌ ସମର୍ଥକ ଆତଙ୍କବାଦୀଙ୍କ ହମ୍‌ଲା…

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ଏକ ମାସ ହେବା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତର ଗାଜା ପଟ୍ଟି ଉପରେ ଆକ୍ରମଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ଏହାରି ଭିତରେ ଆମେରିକା ସେନା ଏୟାରବେସ୍‌ ଉପରେ ପାଲେଷ୍ଟାଇନ୍‌ ସମର୍ଥକ ଆତଙ୍କବାଦୀମାନେ…

ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼

ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଗୁଳିମାଡ। ଘଟଣାସ୍ଥଳରେ ଟଳି ପଡିଲେ ବ୍ୟକ୍ତି। ରବିବାର ଦିନ ଫିଲିପିନ୍ସରେ ଏକ ଷ୍ଟୁଡିଓ ଭିତରେ ପଶି କିଛି ଦୁର୍ବୃତ୍ତ ଜଣେ ରେଡିଓ ଜକିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି। କ୍ୟାଲାମ୍ବା…