Browsing Category

ଦେଶ

ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି…

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ…

ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ…

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌ ଦୂର ଭୂଗର୍ଭର ୧୦…

ମନମୋହନ ସିଂଙ୍କୁ ଟାର୍ଗେଟ କଲେ ଅମିତ ଶାହା…

ନୂଆଦିଲ୍ଲୀ: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଶିବପୁରୀରେ ନିର୍ବାଚନ ରାଲିରେ…

ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ, ୭ ମୃତ…

ମୁମ୍ବାଇ : ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ। ହୁତୁହୁତୁ ହୋଇ ଜଳି ଉଳି ଉଠିଲା କାରଖାନା। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମହାଡାର…

ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ…

ନୂଆଦିଲ୍ଲୀ : ଧରାପଡିଲା ଦେଶର ସବୁଠୁ ଧନୀ ଓ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଏହି ମାମଲାରେ ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ପୁଲିସ ଏହି ଯୁବକଙ୍କୁ କୋର୍ଟ ହାଜର କରିବା ପରୋ ନଭେମ୍ବର ୮ ଯାଏ…

ପାଖାପାଖି ୧୮ ହଜାର ଶ୍ରମିକଙ୍କୁ ଇସ୍ରାଏଲ ଛାଡି ଯିବାକୁ କହିଲା ଇସ୍ରାଏଲ

ଗାଜା : ଥମୁନି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ। ତୁହାକୁ ତୁହା ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ। ହମାସ ଆତଙ୍କୀଙ୍କ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିବା ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ କରୁଛି ଇସ୍ରାଏଲ। ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ…

କର୍ମଚାରୀଙ୍କୁ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ ବାଣ୍ଟିଲା ଚା’ କମ୍ପାନୀ…

ନୂଆଦିଲ୍ଲୀ : ଆଉ ସପ୍ତାହେ ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ବିଭିନ୍ନ କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ ଓ ଉପହାର ଆଦି ପ୍ରଦାନ କରୁଛନ୍ତି। ଉପହାରରେ କିଏ ଗିଫ୍ଟ ଭାଉଚର ଦେଉଛି ତ ଆଉ କିଏ ମିଠା ବା ପୋଷାକ ଦେଉଛନ୍ତି। କେହି କେହି ତାଙ୍କ…

ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାୟପୁର : ପୁଣି ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି। ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ। ଆଗକୁ…

ସୀମାଙ୍କ ପ୍ରଥମ ୟ୍ୟୁଟୁ୍ୟବ ରୋଜଗାର – ୪୫ ହଜାର ଟଙ୍କା

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୀମା ୟୁଟ୍ୟୁବ ପରିବାରକୁ ନିଜର ଦୁଃଖ ବଖାଣିଛନ୍ତି। ସୀମା…

ନଭେମ୍ବର ୬ରୁ ବିକ୍ରି ହେବ ୨୯ତମ ଇଲେକ୍ଟୋରାଲ ବଣ୍ଡ

ନୂଆଦିଲ୍ଲୀ: ଏଇ ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ଜାରି କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ଆସନ୍ତା ନଭେମ୍ବର ୬ ତାରିଖରେ ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ବିକ୍ରି ପାଇଁ…