Browsing Category

ଦେଶ

ସବୁ ଚାକିରି ନେଇଯିବ ଏଆଇ… !

ଲଣ୍ଡନ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସୁରକ୍ଷା ଉପରେ ବ୍ରିଟେନରେ ଚାଲିଥିବା ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ‌ଟେସ୍‌ଲା ଏବଂ ସ୍ପେସଏକ୍ସ ସିଇଓ ଏଲନ ମସ୍କ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟଙ୍କ…

ବିଜେପି ଆଦିବାସୀଙ୍କୁ ବନବାସୀ ଭାବେ ବିଚାର କରେ: ରାହୁଲ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟର ବସ୍ତର ଜିଲ୍ଲାର ଜଗଦଲପୁରରେ ଏକ ରାଲି କରିଥିଲେ। ଏଠାରେ ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ବିଜେପି ନେତାମାନେ ଆଦିବାସୀଙ୍କୁ ବନବାସୀ ବୋଲି କୁହନ୍ତି…

ବେଟିଂ ଆପ୍‌ ବିବାଦ: ମହାଦେବଙ୍କୁ ବି ଛାଡି ନଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ।…

ଛତିଶଗଡ଼ରେ ବିଜେପିର ‘ସଂକଳ୍ପ ପତ୍ର’ ଜାରି, ରାମଲଲାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଯୋଜନା…

ରାୟପୁର: ଛତିଶଗଡ଼​‌ରେ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଇସ୍ତାହାର ଲୋକାର୍ପଣ କରିଥିଲେ। ଅମିତ ଶାହ କହିଛନ୍ତି ଯେ, ବିଜେପିର ଘୋଷଣା ପତ୍ର ‘ସଙ୍କଳ୍ପ ପତ୍ର’ ହୋଇଥାଏ। ଆଗାମୀ ପାଞ୍ଚ…

ସିଏମ୍‌ଓ ଅଫିସ୍‌ରେ ହଠାତ୍ କ୍ଲୋରିନ୍‌ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ…

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଶୁକ୍ରବାର ଏକ ଗ୍ୟାସ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏମ୍‌ଓ ଅଫିସ୍‌ରେ ହଠାତ୍ କ୍ଲୋରିନ୍‌ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ଏହି ଘଟଣା ପରେ ପୂରା କ୍ୟାମ୍ପସରେ ଭୟର ବାତାବରଣ…

ବିଷ ବଳୟରେ ଦିଲ୍ଲୀ, ୨ ଦିନ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି…

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି…

ବିଜେପିର ସମ୍ମୁଖ ଯୋଦ୍ଧା ହେଉଛନ୍ତି ସିବିଆଇ ଓ ଇଡି: କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନରେ ଜଣେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍…

ରାମ ଲଲାଙ୍କୁ ଧରି ୫୦୦ ମିଟର ଚାଲି ଚାଲି ଯିବେ ମୋଦି, ଗର୍ଭଗୃହରେ କରିବେ ପ୍ରତିଷ୍ଠା…

ଅଯୋଧ୍ୟରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ। ସେହି ଦିନ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଐତିହାସିକ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।…

ନିର୍ବାଚନ ଲଢ଼ିବେନି ଜଗନ ମୋହନଙ୍କ ଭଉଣୀ…

ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ…

“ମାଇଁ ଲର୍ଡ” ନ କହିଲେ ଦରମାର ଅଧା ଦେଇଦେବି: ସୁପ୍ରିମକୋର୍ଟ ବିଚାରପତି…

ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ” ଏବଂ “ଇଓର୍ ଲର୍ଡସିପ୍” ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀ…