Browsing Category

ଦେଶ

ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି…

୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ। ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ ‘ପ୍ରିମିୟର ପଦ୍ମିନୀ’। ଦୀର୍ଘ ୬ ଦଶନ୍ଧି ଧରି ମୁମ୍ବାଇ ରାସ୍ତାରେ ରାଜ କରୁଥିବା ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା ପ୍ରଦାନ କରିପାରିବ…

ବିଜୟନଙ୍କ ସହ କଥା ହେଲେ ଅମିତ ଶାହା, ଇହୁଦୀ ଧର୍ମସ୍ଥଳୀର ସୁରକ୍ଷା ବଢିଲା

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ଶାହା…

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି…

ଇସ୍ରାଏଲ ଓ ହମାସ ମଧ୍ୟ ଦୀର୍ଘ ଦିନ ହେବ ଲାଗି ରହିଛି ଯୁଦ୍ଧ। ଏଥିଯୋଗୁ ଅନେକ ଲୋକେ ଉଭୟ ପକ୍ଷରୁ ପ୍ରାଣ ହରାଇସାରିଲେଣି। ଏବେ ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସିଙ୍କ ସହ ଫୋନ୍‌ ଯୋଗେ କଥା…

ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ପାଣିପାଗ ସରଗରମ ରହିଛି | ଏହି ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଥିବାବେଳେ ନିର୍ବାଚନରେ ​​କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଲଢ଼ିପାରନ୍ତି…

ଅକ୍ଟୋବର ୩୧ରେ ସ୍ଥାପନା ହେବ ‘ମୋ ଯୁବା ଭାରତ’ ସଙ୍ଗଠନ: ପ୍ରଧାନମନ୍ତ୍ରୀ ମୋଦୀ…

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ…

ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍‌ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ। ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ…

ଯୁଦ୍ଧ ବିରାମ ପାଇଁ ଜାତିସଂଘରେ ପ୍ରସ୍ତାବ, ଭୋଟ୍‌ ଦେଲାନି ଭାରତ

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି। ଗାଜା ଉପରେ ଆଖିବୁଜା ଆକ୍ରମଣ କରୁଛି ଇସ୍ରାଏଲ। ତେବେ ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ…

AIUDF ନେତାଙ୍କ ବିବାଦୀୟ ବୟାନ – ଚୋରି, ଡକାୟତି, ରେପ୍‌ ସବୁଥିରେ ଆମେ ନଂ-୧

ନୂଆଦିଲ୍ଲୀ : ‘ଆଜିର ଯୁଗରେ ଲୋକ ଜହ୍ନକୁ ଯାଉଛନ୍ତି। ହେଲେ ଆମେ ଜେଲ୍‌ ଯାଉଛୁ। କାରଣ ଚୋରି, ଡକାୟତି, ଲୁଟ୍‌, ବଳାତ୍କାର ଆଦି ସବୁ କେସ୍‌ରେ ଆମେ ନଂ-୧।’ ଏକ ଜନସଭାକୁ ସମ୍ବୋଧନ କରି ନିଜ ସମ୍ପ୍ରଦାୟ ନାଁରେ ଏପରି ବିବାଦୀୟ ବୟାନ ଦେଇଛନ୍ତି ସାଂସଦ ତଥା ଅଲ ଇଣ୍ଡିଆ…

୧୫୦ ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କଲା ଇସ୍ରାଏଲ, ଅନେକ ହମାସ ସଦସ୍ୟ ମୃତ

ନୂଆଦିଲ୍ଲୀ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ସ୍ଥଳଭାଗରେ ହମଲା କରୁଥିବା ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଶୁକ୍ରବାର ରାତିରେ ଇସ୍ରାଏଲ ସେନା…

UNGAର ଭୋଟ୍‌ରୁ ଦୂରେଇ ରହିଲା ଭାରତ, ପ୍ରିୟଙ୍କା କହିଲେ- ଲଜ୍ଜାଜନକ

ନୂଆଦିଲ୍ଲୀ : ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲଗାଇବା ନେଇ ଜାତିସଂଘରେ ଶୁକ୍ରବାର ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହାକୁ ବହୁମତରେ ପାରିତ କରାଯାଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରେଇ ରହିଥିଲା। ଏବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ…