Browsing Category

ଦେଶ

ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ…

ଗାଙ୍ଗ୍‌ଟକ୍‌: ମଙ୍ଗଳବାର ରାତିରେ ସିକିମ୍‌ରେ ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ। ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ ଆରମ୍ଭ…

କେସିଆରଙ୍କ ପୁଅଙ୍କ ପାଲଟା ଆକ୍ରମଣ, କହିଲେ – ମୋଦି ଜଣେ ଭଲ ସଂଳାପ ଲେଖକ, ଓସ୍କାର ଜିତି ପାରିବେ…

ବିଜେପି ଓ ବିଆରଏସ୍‌ କଳି ଦିନକୁ ଦିନ ଘନେଇବାରେ ଲାଗିଛି। ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ ବି କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଗତକାଲି…

‘ସ୍ବର୍ଣ୍ଣ ମନ୍ଦିର’ରେ ରାହୁଲ୍‌ ଗାନ୍ଧୀଙ୍କ ‘ସେବା’: ପରିବା କାଟିଲେ, ଷ୍ଟାଣ୍ଡ୍‌ରେ ଜୋତା ସଜାଡ଼ିଲେ

ଅମୃତସର: ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା... Source

କ୍ୟାବିନେଟ୍ ବୈଠକରେ ଯୋଗ ଦେଲେନି କି ସିନ୍ଦେ, ଫଡ଼ନାବିସଙ୍କ ସହ ଦିଲ୍ଲୀ ଗଲେନି ପାୱାର…

ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ…

UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା…

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ପ୍ରମୁଖ ସଚିବଙ୍କୁ ରାଜ୍ୟରେ ଥିବା ନକଲି ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦେଶର ଅନେକ ରାଜ୍ୟରେ…

ରାମସେତୁକୁ ଜାତୀୟ ସ୍ମାରକୀ ଭାବେ ମାନ୍ୟତା ଦେବାକୁ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ: ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବାନ୍‌…

ଭୂକମ୍ପ ଝଟକା ପରେ ଅଫିସ ଛାଡ଼ି ବାହାରକୁ ଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ

ବଡ଼ଧରଣର ଭୂକମ୍ପ ଝଟକାରେ ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଥରିଛି। ଅପରାହ୍ନ ସମୟରେ ଏହି ଝଟକା ଯୋଗୁ ଦିଲ୍ଲୀର ଅଧିକାଂଶ ଲୋକ ଘର ଓ ସେମାନଙ୍କ ଅଫିସ ଛାଡ଼ି ତୁରନ୍ତ ବାହାରକୁ ଚାଲି ଆସିଥିଲେ।…

ସାରା ଦେଶରେ ଜାତିଗତ ଗଣନା ହେଉ, ତେବେ ହିଁ ନ୍ୟାୟ ମିଳିବ: ମାୟାବତୀ

ଲଖନଉ: ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି…

ନିରାମିଷ ଟେବୁଲରେ ଆମିଷ ଖାଇବାରୁ ଛାତ୍ରଙ୍କୁ ଦେବାକୁ ପଡିବ ୧୦ ହଜାର ଟଙ୍କାର ଜରିମାନା

ମୁମ୍ବାଇ: ଆଇଆଇଟି ବମ୍ବେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଛାତ୍ର ନିରାମିଷ ଭୋଜନ ଟେବୁଲରେ ଆମିଷ ଖାଇଥିବାରୁ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଏହି ଛାତ୍ରଙ୍କ ଉପରେ…

ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

ହାଙ୍ଗ୍‌ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ…