Browsing Category

ଦେଶ

ଲୋକସଭା ନିର୍ବାଚନ ପାଇଁ ବିଏସପି କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ : ମାୟାବତୀ

ଲଖନଉ: ଲୋକସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ। ବାସ୍ତବରେ ବିଜେପି ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳମାନେ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ…

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଖଲିସ୍ତାନୀ ଉଗ୍ରବାଦୀଙ୍କ ବ୍ୟବହାର ବିଶୃଙ୍ଖଳିତ ଆଚରଣ କହିଲା ଗ୍ଲାସଗୋ ଗୁରୁଦ୍ୱାର…

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ(ହାଇକମିଶନର)ଙ୍କୁ ଶୀଖ୍ ଉଗ୍ରବାଦୀଙ୍କ ଅସମ୍ମାନକୁ ନିନ୍ଦା କଲା ‘ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହି ଶିଖ୍ ସଭା’। ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀଙ୍କୁ ଶୁକ୍ରବାର କିଛି ଖଲିସ୍ତାନୀ ଉଗ୍ରବାଦୀମାନେ…

୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’…

ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘ ନଖ’। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା। ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର…

କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି…

ଭୁବନେଶ୍ୱର : ଅକ୍ଟୋବର ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା। କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା 209 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ 19…

ବିଶାଳ ‘ସ୍ବଚ୍ଛତା ଅଭିଯାନ’ରେ ସକ୍ରିୟ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘଣ୍ଟିକିଆ ‘ସ୍ବଚ୍ଛତା ଅଭିଯାନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି। ‘ଫିଟ୍‌ନେସ୍‌…

କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ: ପ୍ରଧାନମନ୍ତ୍ରୀ ମୋଦୀ

ବିଲାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆଜି ପୁଣି ଛତିଶଗଡ଼ ଗସ୍ତରେ ଅଛନ୍ତି। ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ ଉଦବୋଧନ ଦେଇ…

କ୍ୟାବ ଡ୍ରାଇଭରଙ୍କ ଆକାଉଣ୍ଟକୁ ଚାଲିଗଲା ୯ ହଜାର କୋଟି, ଇସ୍ତଫା ଦେଲେ ବ୍ୟାଙ୍କ ସିଇଓ

ଚେନ୍ନାଇ : ନିଜ ପଦରୁ ଅଚାନକ ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍‌ କୃଷ୍ଣ । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା। ବ୍ୟାଙ୍କରୁ…

ଅନ୍ୟମାନଙ୍କଠାରୁ ବାକ୍‌ସ୍ବାଧୀନତା ଶିଖିବାର ଆବଶ୍ୟକତା ନାହିଁ: ଜୟଶଙ୍କର…

ନୂଆଦିଲ୍ଲୀ: ବାକ୍‌ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବ‌େଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବିବୃତି…

୯ ମାସରେ ୧୪୬ ବାଘ ମୃତ; ଗତ ୧୧ ବର୍ଷରେ ଚଳିତ ବର୍ଷର ମୃତ୍ୟୁସଂଖ୍ୟା ସର୍ବାଧିକ: ‘ଏନ୍‌ଟିସିଏ’…

ପୁଣେ: ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍‌ନାଲ୍‌ ଟାଇଗର୍‌ କଞ୍ଜର୍‌ଭେସନ୍‌ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି…

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ…