Browsing Category

ଦେଶ

ଯେତେବେଳେ ସୁଯୋଗ ପାଉଥିଲେ ମହିଳା କୁସ୍ତିଯୋଦ୍ଧାଙ୍କୁ ଦୁର୍ବ୍ୟବହାର କରୁଥିଲେ ବ୍ରିଜ ଭୂଷଣ: ପୁଲିସ

ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ପୁଲିସର ବଡ ଅଭିଯୋଗ। ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେବାକୁ ସୁଯୋଗ ଖୋଜୁଥିଲେ,ଯେତେବେଳେ ସୁଯୋଗ ପାଉଥିଲେ…

୩ ମାସ ହେଲା ଦୁଷ୍କର୍ମ କରୁଥିଲେ ବାପା, ଗୁଳି କରି ଦେଲେ ଝିଅ…

ଗତ ତିନି ମାସ ହେଲା ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ଶେଷରେ ଝିଅ ଗୁଳି କରି ତାଙ୍କ ବାପାଙ୍କୁ ହତ୍ୟା କରିଛି। ଗତକାଲି ପାକିସ୍ତାନର ଲାହୋରର ଗୁଜ୍ଜରପୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ ତାଙ୍କ ଦୋଷ ସ୍ୱୀକାର…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ର ପ୍ରଥମ ବୈଠକ…

ପ୍ରସ୍ତାବିତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କମିଟିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ୮ ଜଣିଆ କମିଟି…

ନାଗପୁରରେ ପ୍ରବଳ ବର୍ଷା, ଜଳବନ୍ଦୀ ହୋଇ ରହିଛନ୍ତି ଅନେକ ଲୋକ…

ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର…

କ୍ରେଡିଟ୍‌ ସୁଇସ୍‌କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ପୈଠ କରିବ ସ୍ପାଇସଜେଟ୍‌…

ନୂଆଦିଲ୍ଲୀ: କମ୍‌ ଦାମ୍‌ରେ ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍‌ ସ୍ପାଇସଜେଟ୍‌ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ସୁପ୍ରିମକୋର୍ଟ ସ୍ପାଇସଜେଟ୍‌ର ଚେୟାରମ୍ୟାନ୍‌ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଜୟ ସିଂହଙ୍କୁ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍‌ ଏବଂ ଫାଇନାନ୍ସସିଆଲ ସର୍ଭିସ…

ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ…

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି ପ୍ରମାଣ ଦେଇନି କାନାଡା । କାନାଡାର ଏପରି…

ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ…

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮…

ଆଗାମୀ ପିଢ଼ି ପାଇଁ ସିଗାରେଟ୍‌ ନିଷିଦ୍ଧ କରିବେ ଋଷି ସୁନକ…

ଲଣ୍ଡନ: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍‌’ ରିପୋର୍ଟ…

୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭୋଟରଙ୍କ ବିଶ୍ବାସ ହରାଇଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା ଅତି ସାଂଘାତିକ ଭାବେ କମିଛି। ନିକଟ‌ରେ ହୋଇଥିବା ଏକ ଜନମତ…

ଜେଲରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେରା କରିବ ସିଆଇଡି…

ଜେଲରେ ଜେରା ହେବେ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ସିଆଇଡି ଚନ୍ଦ୍ରବାବୁଙ୍କୁ…