Browsing Category

ଦେଶ

ନୂଆ ବିଲ୍‌କୁ ନେଇ ବିବାଦ: ଆଡଭାନୀଙ୍କ ଚିଠି ଦେଖାଇ ବିଜେପିକୁ କାଉଣ୍ଟର କଲା କଂଗ୍ରେସ

ନୂଆଦିଲ୍ଲୀ : ଦେଶର ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ କେନ୍ଦ୍ର ସରକାର ବିଲ୍‌ ଆଣିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି କିନ୍ତୁ ଏହାର ଓକିଲାତି କରିଛନ୍ତି। ଏଥିସହ…

ଅପରାଧିକ ଆଇନରେ ହେବ ବଡ଼ ପରିବର୍ତ୍ତନ: ହଟିବ ଦେଶଦ୍ରୋହ ଶବ୍ଦ, ଭିଡ଼ ହିଂସା ପାଇଁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ବେଳକୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଭାରତ ସରକାର ସଂସଦରେ ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ୩ଟି ବିଲ୍‌ ଆଗତ କରିଛନ୍ତି।ସରକାରଙ୍କ ଯୋଜନା ଅନୁସାରେ, ୧୮୬୦ ମସିହାକୁ ପ୍ରଚଳିତ ଆଇପିସି…

ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର ଅବସାନ ପାଇଁ ପଦକ୍ଷେପ ନେଉଛନ୍ତି ଓ…

ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ…

ଚିନ୍ତା ବଢାଇଲା ନୂଆ କରୋନା ଭୂତାଣୁ EG.5

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁକୁ ନେଇ ବିପଦ । ଚିନ୍ତା ବଢାଇଲା EG.5 । ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା କରିଛି WHO । କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନ୍ ଏବଂ ଆମେରିକାରେ ବ୍ୟାପୁଥିବା ନୂଆ କରୋନା…

‘ପୀଡ଼ିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସେତିକି ବଡ଼ ଅପମାନ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଅପମାନ । ଏହା ସହିତ ଯେଉଁ ବ୍ୟକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆସୁଥିବ ତାହା ବି ସମ ପରିମାଣର ଚିନ୍ତାଜନକ ଏବଂ ଅପମାନ। ଏଭଳି ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ…

ବନ୍ଧୁକ ଦେଖାଇ ମ୍ୟୁଜିକ୍‌ କମ୍ପାନିର ‘ସିଇଓ’ଙ୍କୁ ଅପହରଣ କରିନେଲେ ଶିବସେନା ବିଧାୟକଙ୍କ ପୁଅ

ମୁମ୍ବାଇ: ବୁଧବାର ଅପରାହ୍ଣରେ ଜର୍ଜଗାଓଁ ଇଷ୍ଟ୍‌ ଅଞ୍ଚଳରେ ରାଜକୁମାର ସିଂହ ନାମରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ ନେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବନରାଇ ଥାନାରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ୍‌ ସୁର୍ବେ ଓ ଅନ୍ୟମାନଙ୍କ…

ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୧୬ରେ ୧୦୦କିମି କକ୍ଷପଥରେ ପ୍ରବେଶ କରିବ

ବେଙ୍ଗାଲୁରୁ: ଗତ ରବିବାର ଚନ୍ଦ୍ର କକ୍ଷରେ ପ୍ରବେଶ (ଏଲ୍‌ଓଆଇ) ତଥା ତୃତୀୟ ଚନ୍ଦ୍ର-ବନ୍ଧିତ ମାନିଉଭର (କକ୍ଷପଥ ପରିବର୍ତ୍ତନ) ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅଧିକ ନିକଟତର ହୋଇଛି ଏବଂ ଚନ୍ଦ୍ରଠାରୁ ୧,୪୩୭ କିମି ଦୂରରେ ଅଛି ବୋଲି ଇସ୍ରୋ ପକ୍ଷରୁ ବୁଧବାର କୁହାଯାଇଛି। ବୁଧବାର…

କ୍ୟାନସରରେ ମୃତ୍ୟୁ ପୂର୍ବରୁ ୧୦ ବର୍ଷ ଝିଅର ବାହାଘର

ୱାସିଂଟନ: ଆମେରିକାର ନର୍ଥ କେରୋଲିନାର ଜଣେ ୧୦ ବର୍ଷ ଝିଅର କ୍ୟାନସରରେ ମୃତ୍ୟୁ ହେବାର କିଛିଦିନ ପୂର୍ବରୁ ତା’ର ସ୍ବପ୍ନ ପୂରଣ କରିବା ପାଇଁ ବାପାମାଆ ତାକୁ ବାହା କରାଇ ଦେଇଛନ୍ତି। ଏମା ଏଡୱାର୍ଡସ ଓ ତାଙ୍କ ବୟଫ୍ରେଣ୍ଡ ଡାନିଏଲ ମାର୍ସାଲ ଖ୍ରୀଷ୍ଟଫର ‘ଡିଜେ’ ୱଲିୟମ୍ସ ଜୁନିୟରଙ୍କ ବିବାହ…

ଚଳନ୍ତା କାର୍‌ ଉପରେ ଦେଉଥିଲେ ଷ୍ଟଣ୍ଟ ସିନ୍‌; ଘରେ ପହଞ୍ଚିଲା ଲକ୍ଷେ ଟଙ୍କାର ଚାଲାଣ

ଚଳନ୍ତା କାର୍‌ର ବନେଟ ଉପରେ ଛିଡ଼ା ହୋଇ ଦେଉଥିଲେ ଷ୍ଟଣ୍ଟ ସିନ୍‌। ବିନ୍ଦାସ୍‌ ଅନ୍ଦାଜରେ ପୋଜ ବି ଦେଉଥିଲେ। ହେଲେ ଏହାପରେ ଯାହା ହେଲା ମୁଣ୍ଡ ଘୂରାଇ ଦେଲା। ଟ୍ରାଫିକ ନିୟମ ଉଲ୍ଳଘଂନ ଅଭିଯୋଗରେ ପୁଲିସ୍‌ ୨ଟି କାର୍ ଉପରେ କାଟିଲା ଲକ୍ଷେ ଟଙ୍କାର ଚାଲାଣ। ଏପରି ଏକ ଘଟଣା ଉତ୍ତରପ୍ରଦେଶର…