Browsing Category

ଦେଶ

ସିନେମାରେ କାମ କରିବାକୁ ସୀମା ଓ ସଚିନଙ୍କୁ ମିଳିଲା ଅଫର

ନୂଆଦିଲ୍ଲୀ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ତାଙ୍କ ଭାରତୀୟ ସ୍ୱାମୀ ସଚିନ ମୀନାଙ୍କୁ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସୀମା ଓ ସଚିନଙ୍କ ସୀମା ପାର ଲଭଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉଭୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା।…

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ଦିଲ୍ଲୀ ଆଣିଲା ସ୍ପେଶାଲ ସେଲ

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ଅଣାଯାଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ତାଙ୍କୁ ଆଜେରବୈଜାନରୁ ଆଣିଛି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମୁସେୱାଲାଙ୍କ ଉପରେ ୧୨…

ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍ ; କଂଗ୍ରେସ, ଆପ୍ ସମେତ ବିରୋଧୀଙ୍କ ତୀବ୍ର ବିରୋଧ,ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ମାତ୍ରେ ଗୃହରେ…

ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ମଙ୍ଗଳବାର ଗୃହୀତ ହୋଇଛି । ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବିଲ୍…

ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ, ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଶହବାଜ ଶରିଫ

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ…

ଲାଲୁଙ୍କ ପୂର୍ବାନୁମାନ: ୨୦୨୪ ନିର୍ବାଚନ ହାରିବା ପରେ ମୋଦି ବିଦେଶ ପଳାଇବେ

ପାଟନା : ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ସେ…

ବିଶ୍ୱକପ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ଭାରତ-ପାକ୍‌ ଲଢ଼େଇ!

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍‌ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ।କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ…

ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ ବିଦେଶୀ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶରଦ ପାୱାର କହିଲେ ପରିବର୍ତ୍ତନ ନିଶ୍ଚିତ

ମୁମ୍ବାଇ : ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି ଶ୍ରୀ ପାୱାର…

୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ

ନୂଆଦିଲ୍ଲୀ : ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି।ଜାମାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ…