Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା
ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେଶନ ଚାଲିଛି ।
ସୂଚନା ଅନୁସାରେ, ଲଦାଖରେ ନିଯୁକ୍ତି!-->!-->!-->…
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ଗିରଫ
କୋଚି : ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ!-->…
ଅହମଦାବାଦର ଏକ ହସପିଟାଲରେ ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲା ୧୦୦ ରୋଗୀଙ୍କ ଜୀବନ
ଅହମଦାବାଦ :ଗୁଜରାଟର ଅହମଦାବାଦ ସହରରେ ଥିବା ଏକ ହସପିଟାଲରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସପିଟାଲରୁ ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାରେ ବାହାର କରାଯାଇଛି । ତେବେ ନିଆଁ ସକାଳ ୪.୩୦ ମିନିଟରେ ହସପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ପୋଲିସ କହିଛି ।
ଖବର ମୁତାବକ,!-->!-->!-->…
ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ମାରି ଦେଲେ କଂଗ୍ରେସ ନେତା
ତେଲେଙ୍ଗାନା : ତେଲେଙ୍ଗାନର ଜଣେ ସ୍ଥାନୀୟ କଂଗ୍ରେସ ନେତା ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହାଇଦ୍ରାବାଦରେ ଉଭୟ ସ୍ୱାମୀସ୍ତ୍ରୀ ରହୁଥିବା ବେଳେ ସାମାନ୍ୟ ଝଗଡ଼ାରୁ କଂଗ୍ରେସ ନେତା ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଥିଲେ। ପ୍ରମାଣକୁ ବି ନଷ୍ଟ କରିବାକୁ ଚେଷ୍ଟା!-->…
ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୩ ଅଧିକାରୀ ଗିରଫ, ୬୦ ଲକ୍ଷ ଜବତ
ନୂଆଦିଲ୍ଲୀ : ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି।
ଗିରଫ!-->!-->!-->…
ISROର ଆଉ ଏକ ନୂଆ ରେକର୍ଡ, ଶ୍ରୀହାରିକୋଟାରୁ PSLV-C56ରେ ୭ଟି ସାଟେଲାଇଟର ସଫଳ ଲଞ୍ଚ
ନୂଆଦିଲ୍ଲୀ : ISRO ଏହାର ସଫଳତାକୁ ନେଇ ମହାକାଶ ଜଗତରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ISRO ଏକା ସହିତ ମହାକାଶକୁ ୭ଟି ସାଟେଲାଇଟ ଉତ୍କ୍ଷେପଣ କରିଛି । ଏହି ସମସ୍ତ ସାଟେଲାଇଟଗୁଡିକ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରୁ ଲଞ୍ଚ କରାଯାଇଛି । PSLV-C56 ରକେଟ୍!-->…
ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲଙ୍କ ଆଶଙ୍କା, ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଭୂମିକା
ନୂଆଦିଲ୍ଳୀ : ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଶକ୍ତିର ଭୂମିକା। ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ଆଶଙ୍କା କରାଯାଇଛି। ଚୀନ୍ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ।
ବିଭିନ୍ନ ଉଗ୍ରବାଦୀ ସଂସ୍ଥାଙ୍କୁ!-->!-->!-->…
ଚେତାଇଲେ ଜାତିସଙ୍ଘ ମହାସଚିବ, ‘ଏବେ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ’
ଜେନିଭା : ସମ୍ପ୍ରତି ମଣିଷର କେବଳ ଚାଲିଚଳଣି ବଦଳିନି, ସମାଜ ସହ ତାଳ ଦେଇ ପ୍ରକୃତି ମଧ୍ୟ ବଦଳି ଯାଇଛି। ଦିନକୁ ଦିନ ଦୂଷିତ ହେବାକୁ ଲାଗୁଛି ପରିବେଶ। ବର୍ଷା-ଶୀତ-ଖରାର କୌଣସି ତାରତମ୍ୟ ରହୁନାହିଁ। ଚଳିତ ବର୍ଷ ଏହି ଅସନ୍ତୁଳନକୁ ବେଶ୍ ଭଲ ଭାବେ ଅନୁଭବ କରିପାରିଛି ମାନବ ସମାଜ।!-->…
ମିଳିତ ସମରାଭ୍ୟାସ ବେଳେ ହେଲିକପ୍ଟର କ୍ରାଶ୍, ୪ କ୍ରିଉ ମେମ୍ବର ନିଖୋଜ
କୁଇନ୍ସଲ୍ୟାଣ୍ଡ : ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି।ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର ଉପରେ ଗତକାଲି!-->…
ରାହୁଲଙ୍କ ପାଇଁ ଝିଅଟିଏ ଖୋଜିଦିଅ, ମହିଳା କୃଷକଙ୍କୁ ଏଭଳି କହିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ | ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ,!-->…