Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆପତ୍ତିଜନକ ପୋଷ୍ଟ ପାଇଁ ବନ୍ଧା ହେଲେ ବିଜେପି ନେତ୍ରୀ…
ବେଙ୍ଗାଲୁରୁ : ସୋଶାଲ ମିଡିଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନ ଶବ୍ଦ ବ୍ୟବହାର କରିବା ଜଣେ ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି ସୋଶାଲ ମିଡିଆ ପୋଷ୍ଟ ପାଇଁ ତାଙ୍କୁ ପୁଲିସ୍ ବେଙ୍ଗାଲୁରୁରୁ ଗିରଫ କରିଛି।ଅଭିଯୁକ୍ତ ବିଜେପି ନେତ୍ରୀ!-->…
ସୋମବାର ଧାର୍ଯ୍ୟ ହେବ ଅନାସ୍ଥା ପ୍ରସ୍ତାବ ତାରିଖ, ଉପସ୍ଥିତ ରହିବେ ମୋଦି
ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ!-->…
ଭାଜପା ଉପରେ ଗର୍ଜିଲେ ମମତା, କହିଲେ- ମଣିପୁରକୁ କାହିଁକି ପଠାଉନ ସାଂସଦ, କାହାକୁ ଡରୁଛ ?
ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପର ଗର୍ଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨ ମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ମଣିପୁର ଜଳୁଥିବା ବେଳେ ଏଯାଏ ଭାଜପା କିନ୍ତୁ ନିଜ ସାଂସଦଙ୍କୁ ସ୍ଥିତି ପରଖିବାକୁ ସେଠାକୁ ପଠାଉ ନାହିଁ। ତେଣୁ ହିଂସାର ନିଆଁରେ!-->…
ଭାରତ ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବିଦେଶରେ ଭାରତୀୟମାନେ ଚାଉଳ ଦୋକାନ ଆଗରେ…
ନୂଆଦିଲ୍ଲୀ : ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା କିଣି ଘରେ ଜମା କରୁଛନ୍ତି ।!-->…
ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା କରିବ ଚୀନ !
ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍ । ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି । ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ ନୀତିକୁ ପ୍ରଭାବିତ କରି ସାମରିକ ଘାଟି ପାଇଁ ଅନୁମତି ହାସଲ କରିଛି ।ଏକ ବ୍ରିଟିଶ!-->…
ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରି-ୱେଡିଂ ଭିଡିଓ ସୁଟ୍ ଆଇଏସ୍ଆଇ କରାଇଛି ବୋଲି ଦାବି କଲେ ବିଶେଷଜ୍ଞ
ଇସ୍ଲାମାବାଦ: ସୀମା ହାଇଦରଙ୍କ ପରେ ଏବେ ଲାଇମଲାଇଟରେ ଅଛନ୍ତି ଅଞ୍ଜୁ। ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାକାର ନିବାସୀ ନସରୁଲ୍ଲାଙ୍କ ସହ ଏବେ ଅଛନ୍ତି। କିଛି ଦିନ ପୂର୍ବରୁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହ ପୂର୍ବର ସୁଟିଂ ଭିଡିଓ (ପ୍ରି ୱେଡିଂ ସୁଟ୍) ସାମ୍ନାକୁ ଆସିଥିଲା।!-->…
ନାଇଜର ରାଷ୍ଟ୍ରପତି ବନ୍ଦୀ, କ୍ଷମତା ଦଖଲ କଲା ସେନା
ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କୁ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରିଛି।ଗତ ରାତିରେ ନାଇଜର ରାଷ୍ଟ୍ରପତି!-->…
ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ
ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ!-->…
ବୁର୍ଖା ନ ପିନ୍ଧି ବସରେ ଚଢିବନି ! କର୍ଣ୍ଣାଟକ ବସ ଚାଳକର ଅଜବ ସର୍ତ୍ତକୁ ନେଇ ବିବାଦ
ବେଙ୍ଗାଲୁରୁ : କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜଣେ ବସ୍ ଚାଳକ ସ୍କୁଲ ଛାତ୍ରୀମାନଙ୍କୁ ବୁର୍ଖା ନ ପିନ୍ଧି ବସରେ ଚଢ଼ିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାମାନେ ସ୍କୁଲ ଯିବା ପାଇଁ କମଲପୁର ତାଲୁକର ଓକାଲି ଗାଁରୁ ବାସବକଲ୍ୟାଣକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ବସ୍!-->…
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରଲୋକଙ୍କୁ ଚାକିରି ନମିଳିବାର କାରଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ମସିହାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସହିଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ୧୧ଜଣ ସହିଦଙ୍କ ସ୍ତ୍ରୀ ସରକାରୀ!-->…