Browsing Category

ଦେଶ

ଏହି କଫ୍ ସିରପ ବ୍ୟବହାର ନ କରିବାକୁ DCGI ର ବାରଣ

ନୂଆଦିଲ୍ଲୀ : ଫୋଲକୋଡାଇନ୍ ଥିବା କଫ୍ ସିରପ ବ୍ୟବହାରକୁ ବନ୍ଦ କରିବାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(DCGI)ର ପରାମର୍ଶ। ଜୁଲାଇ ୧୪ରେ ଏହି ପଦାର୍ଥର ବ୍ୟବହାର ବନ୍ଦ କରିବାକୁ ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି(DCGI)। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)…

କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିପାରେ ବିଜେପି

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନୂଆ ସହଯୋଗୀ ଦଳ ଯୋଗାଡ଼ରେ ବ୍ୟସ୍ତ ରହିଛି । ଦଳ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଖୋଦ (ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି…

ଅଭିନେତା ବିବେକ ଓବରୟ ଠକେଇର ଶିକାର : ୧.୫୫କୋଟି ଠକିନେଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କୁ ଏକ ଇଭେଣ୍ଟ ଓ ଫିଲ୍ମ ପ୍ରଡକ୍ସନ ସଂସ୍ଥାରେ ନିବେଶ କରିବାକୁ କହି ୩ ଜଣ ବ୍ୟକ୍ତି ତାଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।ବୁଧବାର ଦିନ ଅଭିନେତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନ୍ଧେରୀ ଇଷ୍ଟର ଏମଆଇଡିସି ପୁଲିସ…

‘ନେପାଳ ରାସ୍ତା ଦେଇ ଭାରତ ଆସିବା ମୋର ଭୁଲ ହୋଇଯାଇଛି, କ୍ଷମା କରି ମୋତେ ଗ୍ରହଣ କରି ନିଅନ୍ତୁ’: ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପଚରାଉଚରା କରିବାର ତିନିଦିନ ପରେ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ‌ହେଉଛି ଫାହଦ ସୟେଦ ଅବ୍ବାସି।ସୀମା ଏହି ବ୍ୟକ୍ତିଙ୍କୁ ନେଇ କହିଛନ୍ତି, ‘ଫାହଦ…

ଗୋ ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଆର୍ଥିକ ସଂକଟରେ ପଡ଼ିଥିବା ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ କେତେକ ସର୍ତ୍ତ ସହ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମିତ ଦିଆଯାଇଛି । ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଥିଲା ।ଡିଜିସିଏ…

ଏଟିଏସ୍‌ ଜେରା ଭିତରେ ସଚିନଙ୍କ ସହ ନିଜ ବାହାଘରର ଫଟୋ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ସୀମା

ନୂଆଦିଲ୍ଳୀ: ବେନିୟମ୍‌ ଭାବେ ନେପାଳ ସୀମା ପାର୍‌ କରି ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କାହାଣୀ ପ୍ରତିଦିନ ନୂଆ ମୋଡ଼‌ ନେଉଛି। ହିନ୍ଦୁସ୍ତାନୀ ପ୍ରେମିକ ସଚିନ ମୀନାଙ୍କ ପାଇଁ ସୀମା ପାକିସ୍ତାନ ଛାଡ଼ି ହିନ୍ଦୁସ୍ତାନ ଆସିଥିବା ବେଳେ ସେ ପାକ୍‌ ଗୁପ୍ତଚର…

ମଣିପୁରରେ ମହିଳାଙ୍କୁ ନିର୍ଯାତନାର ଏକାଧିକ ଲୋମହର୍ଷଣକାରୀ ଘଟଣା

ଇମ୍ଫାଲ : ମଣିପୁରରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ବୁଲାଇବା ଏବଂ ନିର୍ଯାତନା ଦେବା ଭିଡିଓ ଭାଇରାଲକୁ ନେଇ ସବୁଠି ନିନ୍ଦା କରାଯାଉଛି। ଏପରି ଘଟଣା ଦେଶ ପାଇଁ ଲଜ୍ଜାକର ବୋଲି କୁହାଯାଉ ଥିବାବେଳେ ସେହି ମଣିପୁରରୁ ଆସିଛି ଚାଞ୍ଚଲ୍ୟକର ଖବର। ସେଠାରେ କେବଳ ଗୋଟିଏ ନୁହଁ ଏହିପରି…

ବିଦେଶକୁ ଚାଉଳ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ୍ତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ ନେଇଛି ବଡ଼ ନିଷ୍ପତ୍ତି। ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ବ୍ୟାନ୍ ଲଗାଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଅନ୍ତଃଜାତୀୟ ବଜାରରେ ଚାଉଳ ଦର ବୃଦ୍ଧି…

ବିବାଦୀୟ ଅଂଶକୁ ବାଦ୍‌ ଦେଇ ଜ୍ଞାନବାପୀ ମସ୍‌ଜିଦରେ ଯାଞ୍ଚ କରିବ ଏଏସ୍‌ଆଇ

ବାରଣାସୀ : ଜ୍ଞାନବାପୀ ମସଜିଦ୍‌ରେ ବୈଜ୍ଞାନିକ ସର୍ଭେ(କାରବନ ଡେଟିଂ) ନେଇ ହିନ୍ଦୁତ୍ୱବାଦୀମାନେ କରିଥିବା ଆବେଦନ ଉପରେ ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟ ଶୁଣାଣି କରିଛନ୍ତି। ସିଲ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ପୂରା ଜ୍ଞାନବାପୀ ମସ୍‌ଜିଦ ପରିସରରେ ଏଏସ୍‌ଆଇ…

ଏସିଆ କପ୍‌ ସୂଚୀ: ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ବୁଧବାର ଏସିଆ କପ୍‌ ସୂଚୀ ଘୋଷଣା କରିଛନ୍ତି। ୭ ଥରର ବିଜେତା ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳାଯିବ। ସେପ୍ଟେମ୍ବର ୪ରେ ନେପାଳକୁ…