Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଧାରା ୩୭୦ ଉଚ୍ଛେଦକୁ ବିରୋଧ ମାମଲା, ଆବେଦନ ପ୍ରତ୍ୟାହାର କଲେ ଶେହଲା ଓ ଶାହ ଫୈଜଲ
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଇଏଏସ୍ ଅଫିସର ଶାହ ଫୈଜଲ ଓ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ତାକୁ ପ୍ରତ୍ୟାହାର କରି ନେଇଛନ୍ତି।ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ!-->…
ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ, ୧୭-୧୮ରେ ଭେଟ
ନୂଆଦିଲ୍ଲୀ: ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ। ଆସନ୍ତା ୧୭-୧୮ରେ ବେଙ୍ଗାଲୁରୁ ଠାରେ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆବାହନ!-->…
ଋଣ ଅଫର କରୁଥିବା ୪୨ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ
ନୂଆଦିଲ୍ଲୀ: ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ୪୨ଟି ଋଣ ପ୍ରଦାନକାରୀ ଆପକୁ ହଟାଇଦେଇଛି | ସେହିଭଳି ଆପଲ୍ ମଧ୍ୟ ଏଭଳି ୬ଟି ନକଲି ଋଣ ପ୍ରଦାନକାରୀ ଆପକୁ ଆପଲ ଷ୍ଟୋରରୁ ହଟାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଲୋନ ଆପ୍ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। ଆଉ ଏନେଇ ନିଜ ରାଜ୍ୟରେ!-->…
ଦିଲ୍ଲୀ ପୁଲିସର ୧୦୦୦ ପୃଷ୍ଠାର ଚାର୍ଜସିଟ୍ : କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା…
ନୂଆଦିଲ୍ଲୀ: ବିଜେପି ନେତା, ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ବ୍ରିଜଭୂଷଣ ସିଂହ ଏବଂ ମୁଖ୍ୟ ସଚିବ ବିନୋଦ ତୋମାରଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୁଲିସ୍ ଅଦାଲତରେ ଦାଖଲ କରିଥିବା ୧୦୦୦ ପୃଷ୍ଠାର ଚାର୍ଜସିଟ୍ର ବିବରଣୀ ଜାତୀୟ!-->…
ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ାଇବା ବେଆଇନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ତଥାପି ଏହି ମାମଲାରେ କେନ୍ଦ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ କୁମାର ମିଶ୍ରା!-->…
ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେଇ ଅଡୁଆରେ ଅମୋଘ ଲୀଲା ଦାସ
ନୂଆଦିଲ୍ଲୀ : ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେବାରୁ ଇସ୍କନ (Iskcon) ଏହାର ଜଣେ ସାଧୁ ତଥା ପ୍ରବଚକ ଅମୋଘ ଲୀଲା ଦାସଙ୍କ ଉପରେ ମାସେ ପାଇଁ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ଏକ ମାସ ପାଇଁ ତାଙ୍କୁ ଇସ୍କନରୁ ବ୍ୟାନ କରାଯାଇଛି।ଅମୋଘ ଲୀଲା ଦାସ!-->…
ଉଇକିପିଡିଆରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିଲା କ୍ରିକେଟ ଖେଳାଳୀ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ: ବିଶ୍ବର ସମସ୍ତ କ୍ରିକେଟରଙ୍କୁ ପଛରେ ପକାଇ ପୁଣି ନିଜ ନାରେ ଆଉ ଏକ ରେକର୍ଡ ସାମିଲ କଲେ ବିରାଟ କୋହଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା!-->…
ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଗିରଫ
ନୂଆଦିଲ୍ଲୀ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ.ପି ସୋନିଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ। ୨୦୧୬ରୁ ୨୦୨୨ ମଧ୍ୟରେ ସେ ଏହି ସଂପତ୍ତି ଠୁଳ କରିଥିଲେ।୨୦୧୬ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଓ.ପି ସୋନି ଓ ତାଙ୍କ!-->…
ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ସେ ଅଭିଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି। ରାଜ୍ୟପାଳଙ୍କ ବିରୋଧରେ ସେ ସରକାରୀ!-->…
ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ
କାଲିଫର୍ଣ୍ଣିଆ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା ସହ ସେଥିରେ ଥିବା ୬!-->…