Browsing Category

ଦେଶ

ହୋହଲ୍ଲା କରିବାରୁ ତ୍ରିପୁରା ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ

ନିଃସର୍ତ୍ତ ଅଫିସ : ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ। ଆଜି ତ୍ରିପୁରା ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ଏହି ୫ ସଦସ୍ୟ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଚାଲିବାରେ ବାଧା ସୃଷ୍ଟି କରିବାରୁ ତାଙ୍କ ବିରୋଧରେ ବିଧାନସଭା ଅଧ୍ୟକ୍ଷ ଏହି ପଦକ୍ଷେପ ନେଇଛନ୍ତି।…

ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ସଂସ୍ଥା ମୁଖ୍ୟ ବ୍ରିଜଭୂଷଣଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି। ଯୌନ…

‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା ପ୍ଲାଟ୍‌ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ସ୍‌’ ‘ସିଇଓ’ ମାର୍କ…

ସିଦ୍ଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ‌ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ। ଅଭିଯୁକ୍ତ ବିରୋଧରେ…

ତେଲେଙ୍ଗାନାରେ ଫାଲକନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ଅଗ୍ନିକାଣ୍ଡ

ବୋମ୍ମାଇପାଲ୍ଲୀ: ଆଜି ତେଲେଙ୍ଗାନାର ବୋମ୍ମାଇପାଲ୍ଲୀ ଓ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକ୍‌ନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍‌ଓ’ ସି. ଏଚ୍‌. ରାକେଶ କହିଛନ୍ତି,…

କଥା ନ ମାନିବାରୁ ରାଗରେ ୧୨ ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷୟିତ୍ରୀ

ନୋଏଡା : ଉତ୍ତର ପ୍ରଦେଶର ନୋଏଡାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନାମୀ ସ୍କୁଲର ଶିକ୍ଷୟିତ୍ରୀ ୧୨ ଜଣ ଛାତ୍ରଙ୍କ ଚୁଟି କାଟି ଦେଇଛନ୍ତି। ଯେତେବେଳେ ଛାତ୍ରମାନଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସମସ୍ତେ ପୋଲିସ ନିକଟରେ ପହଞ୍ଚିଥିଲେ। ଏହି ଘଟଣାରେ…

ନିଜକୁ ଗୁଳି ମାରିଲେ କୋଏମ୍ବାଟୁର ଡିଆଇଜି ବିଜୟ କୁମାର

ତାମିଲନାଡୁ : ତାମିଲନାଡୁର କୋଏମ୍ବାଟୁର ଡିଆଇଜି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ନିଜକୁ ଗୁଳି ମାରିବା ପୂର୍ବରୁ ଡିଆଇଜି ବିଜୟକୁମାର ରେସ କୋର୍ସରେ କ୍ୟାମ୍ପ ଅଫିସରେ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ସେ ଗତ କିଛିଦିନ ହେଲାଣି ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ…

୬୭ ହଜାର ଯାତ୍ରୀଙ୍କ ଅମରନାଥ ଗୁମ୍ଫା ଦର୍ଶନ

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାର ପ୍ରଥମ ପାଞ୍ଚଦିନରେ ମୋଟ ୬୭,୫୬୬ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ କରିଛନ୍ତି । ବୁଧବାର ବାଲଟାଲ୍ ଏବଂ ନୁନ୍‌ଓ୍‌ବାନ୍ ବେସ୍ କ୍ୟାମ୍ପ୍‌ରୁ ୧୮,୩୫୪ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା…

ରାହୁଲଙ୍କୁ ଝଟକା: ଦୁଇବର୍ଷ ଜେଲ ଦଣ୍ଡାଦେଶ କାଏମ, ଫେରିପାଇବେନି ସଂସଦର ସଦସ୍ୟତା ପଦ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କୁ ଗୁଜରାଟ ହାଇକୋର୍ଟ ଝଟକା ଦେଇଛନ୍ତି। ସୁରଟ କୋର୍ଟ ନିଷ୍ପତ୍ତିକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟଙ୍କ କହିବାନୁଯାୟୀ, ଟ୍ରାଏଲ କୋର୍ଟଙ୍କ ଆଦେଶ ଉଚିତ । ସେହି ଆଦେଶରେ ହସ୍ତକ୍ଷେପ କରିବା…

ହରିଆଣାରେ ଅବିବାହିତ ଓ ବିଧବାଙ୍କୁ ମିଳିବ ସରକାରୀ ପେନ୍‌ସନ୍‌

ଚଣ୍ଡିଗଡ: ଅବିବାହିତ ଏବଂ ବିଧବାଙ୍କୁ ସରକାରୀ ପେନ୍‌ସନ୍ ପ୍ରଦାନ କରିବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ ଏହି ବିରଳ ପେନ୍‌ସନ୍ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୨୭୫୦ ଟଙ୍କା ଦିଆଯିବ । ଏହି…