Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶରଦ ପାୱାର ହତବମ୍ବ ! ଅଜିତ କହିଲେ ମୁଁ ଏନସିପିର ସଭାପତି !
ମୁମ୍ବାଇ : ଏନସିପିରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଏବେ ବିସ୍ଫୋରକ ରୂପ ନେଇଛି। ବିଦ୍ରୋହ ଘୋଷଣା କରି ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାର ଏବେ ସିଧାସଳଖ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏଥିସହ ସେ ନିଜକୁ ଏନସିପିର ସଭାପତି ବୋଲି ପରିଚୟ!-->…
ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ; ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସ ଜାଳିଦେଲେ
ନୂଆଦିଲ୍ଲୀ:ଯୁକ୍ତରାଷ୍ଟ୍ର ଆମେରିକାର ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଗତ ୫ ମାସ ମଧ୍ୟରେ ଏପରି ଆକ୍ରମଣ ଦ୍ୱିତୀୟ ଥର ପାଇଁ ହୋଇଥିବା ବେଳେ ଖଲିସ୍ତାନୀ ସମର୍ଥକ ଏପରି କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଦୂତାବାସ ଜଳି ଯାଇଥିବା ବେଳ କେହି!-->…
ବିସିସିଆଇ ପରେ ଏବେ ବାଇଜୁସ୍ ସହିତ ସମସ୍ତ ସମ୍ପର୍କ କାଟିବେ ଶାହରୁଖ !
ନୂଆଦିଲ୍ଲୀ: ବାଇଜୁସ୍ ରବିଚନ୍ଦ୍ରନଙ୍କ ଏଡ୍ଟେକ୍ କମ୍ପାନି ବାଇଜୁସ୍ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ମହାମାରୀ ସମୟରେ ବିପୁଳ ଲୋକପ୍ରିୟତା ଓ ପାଣ୍ଠି ହାସଲ କରିଥିବା ଏହି ସଂସ୍ଥା ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ସଂଘର୍ଷ କରୁଛି। କମ୍ପାନି ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ!-->…
୪ ରାଜ୍ୟରେ ନୂଆ ବିଜେପି ସଭାପତି, ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଆନ୍ଧ୍ର ଦାୟିତ୍ୱ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି।ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି!-->…
ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ;୧୦ମୃତ,୨୦ଗୁରୁତର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଚାରିଟି ଗାଡ଼ିକୁ ଧକ୍କା ଦେବାପରେ ଜାତୀୟରାଜପଥରେ ଥିବା ଏକ ହୋଟେଲ ଭିତରେ ପଶି ଯାଇଥିଲା।ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ଜଣଙ୍କ!-->…
ମର୍ଣ୍ଣିଂ ୱାକ୍ରେ ଯାଉଥିଲେ ୩ ଜଣ, ମାଡ଼ିଗଲା ଦ୍ରୁତଗାମୀ କାର୍
ହାଇଦ୍ରାବାଦ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ମର୍ଣ୍ଣିଂ ୱାକ୍ରେ ଯାଉଥିବା ୨ ଜଣ ମହିଳା ଓ ଜଣେ ଛୋଟ ପିଲା ଉପରେ ପଛ ପଟୁ କେମିତି ଗୋଟିଏ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ମାଡ଼ି ଯାଉଛି, ତା’ର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି।ତେଲେଙ୍ଗାନର ହାଇଦ୍ରାବାଦରେ!-->…
ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର!-->…
ଶିବସେନା ପରେ ଏନସପି ଦି’ ଫାଳ, ଏବେ କଂଗ୍ରେସ ପାଳି!
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଗତବର୍ଷ ସରକାରରେ ଥିବା ଶିବସେନା ଦି’ ଭାଗ ହୋଇଥିବା ବେଳେ ରବିବାର ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଏନସିପି ସମ ଦଶା ଭୋଗିଛି। ଶିବସେନାର ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଅଲଗା ହୋଇଯାଇଥିଲେ। ଏବେ!-->…
ଏସସିଓ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହବାଜ୍ ସରିଫ
ନୂଆଦିଲ୍ଲୀ : ଭାରତ ପକ୍ଷରୁ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଆୟୋଜନ କରାଯାଇଛି । ଏହି ବୈଠକରେ ଭାରତ, ପାକିସ୍ତାନ, ଚୀନ, ରୁଷିଆ ଏବଂ ଅନ୍ୟାନ୍ୟ ଦେଶର ରାଷ୍ଟ୍ରପତିମାନେ ଯୋଗ ଦେଇଥିଲେ । କିନ୍ତୁ ଏହି ମଞ୍ଚରେ ବି କଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ ।!-->…
ଭାରତ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି ଖଲିସ୍ତାନୀ, ସତର୍କ କରାଇଲେ ଗୁଇନ୍ଦା ଏଜେନ୍ସି
ନୂଆଦିଲ୍ଲୀ : ନିଜର ତିନିଜଣ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ଖଲିସ୍ତାନ ସମର୍ଥକ ସଂସ୍ଥାଗୁଡ଼ିକ ଏବେ ଗଭୀର ଚାପରେ ଅଛନ୍ତି । ଏସବୁ ନେତାଙ୍କ କେବଳ ହତ୍ୟା ବା ମୃତ୍ୟୁ ହୋଇନି ବରଂ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଯୋଜନା କରି ହତ୍ୟା କରିଛନ୍ତି ବୋଲି ସେମାନେ ମନେକରୁଛନ୍ତି । ଏବେ ସେମାନେ!-->…