Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଡିୟୁ ଖାଲି ବିଶ୍ବବିଦ୍ୟାଳୟ ନୁହେଁ, ଏକ ଆନ୍ଦୋଳନ ମଧ୍ୟ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ) କେବଳ ବିଶ୍ବବିଦ୍ୟାଳୟ ନୁହେଁ, ଗୋଟାଏ ଆନ୍ଦୋଳନ ବୋଲି ଆଜି ଏହାର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ବିଶ୍ବବିଦ୍ୟାଳୟର ନର୍ଥ ବ୍ଲକ୍ରେ ତିନୋଟି ଅଟ୍ଟାଳିକା!-->!-->!-->…
ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍: ଅକ୍ଟୋବର୍ ୧୫ ପାଇଁ ଅହମଦାବାଦ ହୋଟେଲ୍ ବୁକିଙ୍ଗ୍ ଭଡ଼ା ୧ ଲକ୍ଷ ଟଙ୍କା
ଅହମଦାବାଦ: ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମଦାବାଦରେ ‘ଓ.ଡି.ଆଇ. ବିଶ୍ବକପ୍’ ହେବ ବୋଲି ମଙ୍ଗଳବାର ଦିନ ‘ଆଇସିସି’ ଘୋଷଣା କରିବା ପରେ ସେ ଦିନକ ପାଇଁ ସେଠାକାର ହୋଟେଲ୍ ରୁମ୍ଗୁଡ଼ିକର ବୁକିଙ୍ଗ୍ ମୂଲ୍ୟ ହଠାତ୍ ବୃଦ୍ଧି ପାଇ ୧ ଲକ୍ଷ ଟଙ୍କା ହୋଇଯାଇଥିବା କଥା ବଭିନ୍ନ ଗଣମାଧ୍ୟମ!-->…
ଖଲିସ୍ତାନୀଙ୍କୁ ପ୍ରେତ୍ସାହନ ଓ ଆଶ୍ରୟ ଦେଉଛି କାନାଡ଼ା : ଗୁଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ : କାନାଡା ସରକାର ଏବେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ସବୁପ୍ରକାରର ପ୍ରେତ୍ସାହନ ଦେଉଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି ।ରିପୋର୍ଟ ଅନୁସାରେ କାନାଡା ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି ଏବଂ!-->…
ସିଦ୍ଧରମେୟା ଡରିଗଲେ, ମୁଁ ହୋଇଥିଲେ ଡ଼ରିନଥାନ୍ତି: ଶିବକୁମାର
ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଆଜି ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି | ଶିବକୁମାର ଏମିତି କିଛି କହିଛନ୍ତି, ଯାହା ପରେ କର୍ଣ୍ଣାଟକ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।!-->…
କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶ ପାଇଁ ସାବରକର ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ: କିଛି ଦିନ ପୂର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦାମୋଦର ସାବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରିଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ | କଂଗ୍ରେସ!-->…
ତାମିଲନାଡୁ : ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କଲେ…
ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ରାଜ୍ୟ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନଥିବା କୁହାଯାଉଛି । ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ଡିଏମକେ ସରକାର ଏବଂ ରାଜ୍ୟପାଳଙ୍କ!-->…
ରିଲିଫ କ୍ୟାମ୍ପରେ ପିଲାଙ୍କ ସହ ଲଞ୍ଚ କଲେ ରାହୁଲ ଗାନ୍ଧି
ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ମଣିପୁରରେ ପହଞ୍ଚି ସ୍ଥିତି ପରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହିଂସା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ରାହୁଲ ବିଭିନ୍ନ ରିଲିଫ କ୍ୟାମ୍ପ ବୁଲିଛନ୍ତି।ହିଂସା ଦ୍ୱାରା ବିସ୍ଥାପିତ!-->…
ଆପ୍ ସମର୍ଥନ କଲେ ୟୁନିଫର୍ମ ସିଭିଲ କୋଡ୍ ବିଲ୍ ସହଜରେ ରାଜ୍ୟସଭାରେ ପାଶ୍ ହୋଇପାରେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ରଖିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି ଯେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ୟୁସିସି ପ୍ରସଙ୍ଗ!-->…
ସଡ଼କ ପଥରେ ଛାଡ଼ିଲାନି ପୁଲିସ୍, ହେଲିକପ୍ଟରରେ ମଣିପୁରର ଏହି ଜିଲ୍ଲାକୁ ଗଲେ ରାହୁଲ ଗାନ୍ଧି
ଇମ୍ଫାଲ : ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରକୁ ଆଜି ରାହୁଲ ଗାନ୍ଧି ଯାଉଥିବା ବେଳେ ତାଙ୍କୁ ବିଷ୍ଣୁପୁର ପାଖରେ ପୁଲିସ୍ ଅଟକାଇ ଦେଇଛି। ପୁଲିସ୍ ତାଙ୍କ କନଭୟକୁ ଆଗକୁ ବଢ଼ିବାକୁ ନ ଦେବାରୁ ସେ ଇମ୍ଫାଲ ଆସିବା ସହ!-->…
ମାଗଣା ଯୋଜନା: ଉପ ରାଜ୍ୟପାଳଙ୍କୁ ପ୍ରଶ୍ନ କଲେ କେଜ୍ରିୱାଲ…
ନୂଆଦିଲ୍ଲୀ : ମାଗଣା ଯୋଜନା ସମ୍ପର୍କରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଉପ ରାଜ୍ୟପାଳ ଆଦୌ ଅପମାନିତ କରନ୍ତୁ ନାହିଁ ବୋଲି ମଧ୍ୟ!-->…