Browsing Category

ଦେଶ

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ : ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ ବୈଠକ ଡାକିଛନ୍ତି। ଏପରି ଏକ ଅଜବ ପରିସ୍ଥିତି କେରଳର…

ୟୁନିଫର୍ମ ସିଭିଲ କୋର୍ଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋର୍ଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ଚାଲିଥିଲା। ବୈଠକରେ ଏବାବଦରେ…

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା : ବିଜେପି ନେତାଙ୍କ ନାଁରେ ମାମଲା…

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ ବୋଲି କହିଛି କଂଗ୍ରେସ ।ଅମିତ…

ମୁଁହ ଖୋଲିଲେ ପୁଟିନ୍‌, କହିଲେ- ସବୁ ପଶ୍ଚିମ ଦେଶଙ୍କ ଚାଲ୍‌

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ଥମିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପୁଟିନ । ଏହା ବିରୋଧୀଙ୍କ ଚାଲ୍‌ ବୋଲି ପୁଟିନ୍‌ କହିବା ସହ ଏଥିରେ କିନ୍ତୁ ସେମାନେ ସଫଳ ହୋଇ ପାରି ନ ଥିବା ବି କହିଛନ୍ତି।…

ବିମାନ ସିଟରେ ଶୌଚ କଲେ ଯାତ୍ରୀ, ଓହ୍ଲାଇବା ପରେ ଗିରଫ କଲା ପୁଲିସ  

ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ମାମଲା ବଢିଚାଲିଛି । ଡିଜିସିଏର ତାଗିଦ ଓ ବିମାନ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଏସବୁ ମାମଲା କମୁନାହିଁ । ନିକଟରେ ଏୟାର ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିକୁ ବିମାନବନ୍ଦରରୁ…

ଏସି ରୁମରେ ବସି ବିଜେପି ଦଳ ଚଳାଏନାହିଁ: ମୋଦୀ

ଭୋପାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ…

ମଣିପୁରରେ ବିଜେପିର ରଣନୀତି କାମ ଦେବ ନାହିଁ: ଖଡ଼ଗେ

ଇମ୍ଫାଲ: ରାଜ୍ୟ ସରକାର ଏବଂ ସେନାର ସହଯୋଗରେ ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଏସବୁ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଣିପୁରର ସଦ୍ୟତମ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ…

“୨୦ ଲକ୍ଷ କୋଟିର ଦୁର୍ନୀତି ଗ୍ୟାରେଣ୍ଟି” ବିରୋଧୀ ଏକତା ପ୍ରତି ମୋଦୀଙ୍କ କଟାକ୍ଷ

ଭୋପାଳ : ଗତ ୨୩ ତାରିଖରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ବିରୋଧୀ ଏକତା ବୈଠକକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୋପାଳରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଏହି ମେଣ୍ଟର ଅର୍ଥ ହେଉଛି ନିଶ୍ଚିତ ଦୁର୍ନୀତି ।“ଆଜିକାଲି ଏକ ନୂଆ ଶବ୍ଦ…

ୟୁନିଫର୍ମ ସିଭିଲ କୋଡ: ମୋଦିଙ୍କୁ କାଉଣ୍ଟର କଲା ଷ୍ଟାଲିନଙ୍କ ଡିଏମକେ

ଚେନ୍ନାଇ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସ) ବା ଏକକ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିବା ପରେ ଏହା ଉପରେ ପ୍ରଶ୍ନ ଉଠାଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ। ତାମିଲନାଡୁର ଶାସକ ଡିଏମକେ କହିଛି ଯେ ୟୁନିଫର୍ମ କୋଡ ପ୍ରଥମେ ହିନ୍ଦୁ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁନେ : ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରାଯାଇଛି। ଜଣେ ବ୍ୟକ୍ତି ହାତରେ କାତି ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସେ ତଳେ ପଡ଼ି ଯାଇଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଆକ୍ରମଣ କରିବାର କୌଣସି ସୁଯୋଗ ହାତ ଛଡ଼ା କରି ନାହାନ୍ତି। ପୁଣେର ସଦାଶିବ ପୀଠ ଅଞ୍ଚଳରେ…