Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବନ୍ଧୁକ ମୁନରେ ଗାଡ଼ି ଅଟକାଇ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ…
କଟକ:ଦିନ ଦ୍ୱପହରରେ ଲୁଟ । ଟଙ୍କା ଭର୍ତ୍ତି ଭ୍ୟାନକୁ ବନ୍ଧୁକ ମୁନରେ ଅଟକାଇ ଲୁଟିନେଲେ ଦେଢାକୋଟି ଟଙ୍କା । ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ଏଟିଏମ ଟଙ୍କା ଲୋଡିଂ ହୋଇଥିବା ଭ୍ୟାନକୁ ଲୁଟ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା…
ପିତା ପାଲଟିଲା ପିଶାଚ:ଜନ୍ମିତ ଝିଅକୁ କଲା ବଳାତ୍କାର…!
ମାଲକାନଗିରି/ବାଲିମେଳା:(୧୦/୧୧) ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଟିଏ ସବୁ ଜାଗାରେ ଖୋଜା ପଡ଼େ। ଖୋଦ୍ ବାପା ଯେତେବେଳେ ସୁରକ୍ଷାକର୍ମୀ ଥାଏ କୌଣସି ଝିଅ ଅବା କେମିତି ଅସୁରକ୍ଷିତ ହୋଇପାରେ! କିନ୍ତୁ ଯେତେବେଳେ ଯୌନ ଉତ୍ପୀଡନରେ ପୀଡ଼ିତ ହୋଇଯାଏ ଗୋଟେ ବାପା, ସାମାଜିକ ରୀତିନୀତିର!-->!-->!-->…
ନିଃସର୍ତ୍ତ କଥା ସତ ହେଲା : ନଳବଣ୍ଟା ରେ ବାଣ ପ୍ରସ୍ତୁତି ଆଡ୍ଡା ରୁ ବାଣ ଜବତ…
ଧର୍ମ କୁ ଆଖିଠାର..! ପୂର୍ବ ସୂଚନା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ !
ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଗିରଫ ବ୍ୟବହୃତ ସାମଗ୍ରୀ ଜବତ
ନକଲି ସାମଗ୍ରୀ ର ପେଣ୍ଠ ସ୍ଥଳୀ ବ୍ରହ୍ମପୁର… ଏଠାରେ ସବୁ ନକଲି… ଅସଲି କିଏ ? ନକଲି କିଏ ? କହିବ କିଏ…?ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳ ରେ ନକଲି ଘିଅ ପ୍ରସ୍ତୁତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। ଏହି ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଇପାରୀ ରାଜେଶ୍ୱର ପାତ୍ର କୁ ଗିରଫ!-->…
ପୁରୁଷୋତ୍ତମପୁର ଥାନା ସମ୍ମୁଖ ନାଳ ରେ ଏକ ଶିଶୁର ରକ୍ତାକ୍ତ ମୃତ ଦେହ ଉଦ୍ଧାର…
..ପୁରୁଷୋତ୍ତମପୁର :୮-୧୧ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ନାଳ ରେ ନବଜାତ ଶିଶୁର ମୃତ ଦେହ ଠାବ । ଆଜି ସକାଳେ ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ରେ ଥିବା ଏକ ନାଳ ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଶିଶୁର ମୃତ ଦେହ ପଡିଥିବା ନେଇ ଚର୍ଚ୍ଚା ହେବା ପରେ ଲୋକଙ୍କ ଭିଡ଼!-->…
ଜମିବିବାଦକୁ କେନ୍ଦ୍ରକରି ଯୁବକକୁ ହତ୍ୟା : ୨ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ…
ମାଲକାନଗିରି //କାଲିମେଳା,ତା ୦୮/୧୧ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବାର ଜଣାପଡ଼ିଛି। ନିଜ ଗ୍ରାମବାସୀ ଏହି ହତ୍ୟାକାଣ୍ଡ ଘଟାଇଥିବାବେଳେ ପୁଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ମିଳିଛି। ଘଟଣାଟି ଘଟିଛି ମାଲକନଗିରି!-->!-->!-->…
ବଢିଲା ଜିତୁ ପଟ୍ଟନାୟକଙ୍କ ଅଡୁଆ,ବେଆଇନ ଖଣି କାରବାର ମାମଲାରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ଇଡି…
ବଢିଲା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଅଡୁଆ। ବେଆଇନ ଖଣି କାରବାର ମାମଲାରେ ଜିତେନ୍ଦ୍ର ପଟ୍ଟନାୟକ ଓ ମେସର୍ସ ବିଡି ପଟ୍ଟନାୟକଙ୍କ ବିରୋଧରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପିଏମଏଲଏ ଅଧିନରେ ଇଡି ପକ୍ଷରୁ ଭୁବନେଶ୍ବରର ସ୍ବତନ୍ତ୍ର…
ଜଗମୋହନ ମରାମତି ମାମଲା: ASIର ସତ୍ୟପାଠ ଅଗ୍ରାହ୍ୟ…
କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା । ଏଏସଆଇ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ । ସେହିପରି ବିସ୍ତୃତ ଭାବେ ସାନି ସତ୍ୟପାଠ…
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ମାମଲା: ରାହାମା ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର: ୪ ବର୍ଷର ନାବାଳିକା ଦିନକ ପୂର୍ବରୁ ହତ୍ୟାର ଶିକାର ହୋଇଥିଲା। ଏହା ପୂର୍ବରୁ ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ରହିଥିବା ବେଳେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ଘନିଆ ଦାସକୁ ଗିରଫ କରିବାର ଦିନକ ପରେ ଘଟଣା ବାବଦରେ ସ୍ପଷ୍ଟ କରିଛନ୍ତି…
ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ…
ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।
ସୂଚନା…