Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବେକରେ ଦଉଡ଼ି ଦେଇ ଯୁବକ ଆତ୍ମହତ୍ୟା…
ଦାରିଙ୍ଗବାଡି,୧/୧୦, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତ ପେଟେଡ଼ାବାଡ଼ି ଗ୍ରାମରେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣକ ହେଲେ ପେଟେଡ଼ାବାଡ଼ି ଗ୍ରାମର ରୁବେନ ପ୍ରଧାନ(୩୮)। ରୁବେନ ପ୍ରଧାନ କୌଣସି କାରଣରୁ ଗତ ମାସ ୩!-->!-->!-->…
ଖୁବ୍ ଶିଘ୍ର ଓଡ଼ିଶା ହେବ ନିଶାଡ଼ିଙ୍କ ଚରାଭୂଇଁ…
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି ଯୋଗୁ ଓଡ଼ିଶାରେ…
ବ୍ରିଜ୍ରେ ବାଇକ୍ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ
ଜଗତସିଂହପୁର : ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍ ଉପରେ ବାଇକ୍ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ ସେ କ’ଣ ପାଇଁ ନଦୀକୁ ଡେଇଁ…
ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ…
ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ। ହେଲେ ଆଜି ସେ ଜେଲ୍ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।…
ବହୁ ଚର୍ଚ୍ଚିତ ସୁନିଲ ହତ୍ୟା ଘଟଣା…ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ ଥାନାରେ ମାମଲା…
ବ୍ରହ୍ମପୁର:୩୦-୯ ବହୁ ଚର୍ଚ୍ଚିତ ସୁନିଲ ନାହାକ ହତ୍ୟା ଘଟଣା ରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ କୋଦଳା ଥାନା ରେ ମାମଲା। ଆସିକା ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧି ସୁନିଲ ନାହାକ କୁ ଗୁରୁବାର ଦିନ କୋଦଳା ଥାନା ର ଦାନପୁର ଗ୍ରାମରେ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ହତ୍ୟା!-->…
ସାଇବେର କ୍ରାଇମ ର ନୂଆ ନୂଆ ତରିକାରେ ଲୋକଙ୍କୁ ଠକେଇ : ସଚେତନ ହିଁ ମୁଖ୍ୟ ଚାବି…
ବ୍ରହ୍ମପୁର: ଏହି ଡିଜିଟାଲ ଯୁଗରେ ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ।ଏହାର ସୁଯୋଗ ନେଇ ବିଭିନ୍ନ ଠକ ମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ଭୁଆଁ ବୁଲାଇ ଠକୁ ଥିବା ଘଟଣା ଦିନକୁ ଦିନ ବଢ଼ିବା ରେ ଲାଗିଛି। କେତେବେଳେ ନିଜ ଜମିରେ ମୋବାଇଲ ଟାୱାର ନିର୍ମାଣପାଇଁ ଆପଣଙ୍କ ଜମି!-->…
ନେତା ମଧ୍ୟ ସୁରକ୍ଷିତ ନାହାନ୍ତି: ପୂର୍ବତନ ମେୟର ପିଣ୍ଟୁ ଦାସ ଗାଡ଼ି ଉପରକୁ ବୋମା ମାଡ଼..
ବ୍ରହ୍ମପୁର:୨୯-୯ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଙ୍କ ଗାଡି ଉପରକୁ ବୋମା ମାଡ଼।ଗୋଶାଣୀ ନୂଆ ଗାଁ ଥାନା ରେ ଘଟିଛି। ରାତ୍ର ୧୧ ଘଣ୍ଟା ସମୟରେ ସେ ନିଜ ଘରକୁ ଫେରୁଥିବା ବେଳେ କାଳୁଆ ମନ୍ଦିର ନିକଟରେ ତାଙ୍କର ଗାଡ଼ିରେ ଆସୁଥିବା ବେଳେ ବୋମା ମାଡ଼ ହୋଇଛି। ସେ!-->…
ଅଶାନ୍ତ ଗଞ୍ଜାମ : ବାଲି ବ୍ୟବସାୟ କୁ କେନ୍ଦ୍ର କରି ନିର୍ମମ ଭାବେ ହତ୍ୟା…
ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଗଡୁଛି ମୁଣ୍ଡ ଟେର ପାଉନି ପୋଲିସ...!
ଦୁର୍ଦ୍ଧାନ୍ତ ହତ୍ୟାକାରୀ ସୁନିଲ ନାହାକ ନିଜେ ହତ୍ୟା ର ଶିକାର…
ଗ୍ୟାଙ୍ଗ ଷ୍ଟାର ସୁନିଲ ର ସାମ୍ରାଜ୍ୟ ଶେଷ...
ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ କୁ ହତ୍ୟା :ହତ୍ୟା କରିବାକୁ ଯାଇ ନିଜେ ହତ୍ୟା ର ଶିକାର ହେଲା ସୁନିଲ.. !
ବ୍ରହ୍ମପୁର: ୨୮-୯ ଆସିକା ଥାନା ଇଲାକାର ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଆଜି ସନ୍ଧ୍ୟା ରେ କୋଦଳା ବ୍ଲକ ଅନ୍ତର୍ଗତ ଖଲିକୋଟ ଥାନା ର ଦାନପୁର ରେ ହତ୍ୟା କରାଯାଇଛି। ସୁନିଲ କୁଆଡ଼େ ସୁପାରୀ ନେଇଅନ୍ୟ ଜଣେ ବ୍ୟକ୍ତି କୁ ହତ୍ୟା କରିବାକୁ ଯାଇ ନିଜେ ହତ୍ୟାର ଶିକାର ହେଲା ବୋଲି ଚାର୍ଚ୍ଚା!-->…