Browsing Category

ଅପରାଧ

ପୁଣି ଅଶାନ୍ତ ଗଞ୍ଜାମ, ଗୋଟେ ପରେ ଗୋଟେ ଗଡୁଛି ମୁଣ୍ଡ : ଆଜି ପୁଣି ଦୁଇ ମୁଣ୍ଡ ଗଡ଼ିଲା…

ବ୍ରହ୍ମପୁର :୯-୯ ଗଞ୍ଜାମ ଜିଲ୍ଲାରେ ପୁଣି ଆଜି ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଛି। ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବା ଆରମ୍ଭ ହୋଇଯାଇଛି, ଆଗକୁ ଅଛି ସାଧାରଣ ନିର୍ବାଚନ ଏବେ ଠାରୁ ପରିସ୍ଥିତି ଅଣଆୟତ୍ତ ପୋଲିସ ର ମୁଣ୍ଡ ବିଗିଡି ଗଲାଣି ।ସୂଚନା ଥାଉକି ଆଜି ଆସିକା ଅନ୍ତର୍ଗତ କୋଟିନଡ଼ାଥାନା ଇଲାକା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡ଼ ମାରି ଘରେ ନିଆଁ ଲଗାଇଦେଲା ଯୁବକ…

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ତାଙ୍କ ଘରେ କିଛି ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ନିଆଁରେ ଘରର ସବୁ ଆସବାବ ପତ୍ର ପୋଡ଼ି ଯାଇଛି। ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଅଭିଯୋଗ ଅନୁସାରେ,…

ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ…

ଆଠଗଡ଼  : ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ଆଠଗଡ଼ ପୋଲିସ୍। କିନ୍ତୁ ରାତି ପହିଲା…

ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା…

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ…

ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର…

ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମ୍‌ରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ବିଦେଶୀ ନେତା । ସେମାନଙ୍କୁ ସ୍ୱାଗତ କରୁଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ…

ଅଙ୍ଗନବାଡି ଦିଦିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ…

ବାଲେଶ୍ୱର: ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଅଙ୍ଗନବାଡି କେନ୍ଦ୍ରରେ ଶୁକ୍ରବାର ଜଣେ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ପ୍ରଜ୍ଞା ପରିମିତା ଦାସ। ମହିଳାଙ୍କ ବାପାମାଆ ଅଭିଯୋଗ କରିଛନ୍ତି ଯେ ବିସ୍ମିତ ଜଣେ ମଦ୍ୟପ; ସେ ଏବଂ ତାଙ୍କ ବାପାମାଆ…

ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ

କାମାକ୍ଷାନଗର: ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ହେଲେ ମୁଣ୍ଡକୁ ହାତ ପାଇଗଲେ ସେଇ ପୁଅ ଯଦି ବାପା ମାଆକୁ ଭାଗ ମାଗିବ, ଆଉ ନଦେଲେ ଅକଥନୀୟ…

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ୪ ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସାରସକଣା ମାଉସୀ ବାଡ଼ି ନିକଟରେ ଏକ ଅଟୋରେ…

ରାଜସ୍ବ ବିଭାଗ ଓ ବାଲି ମାଫିଆଙ୍କ ମିଲି ଭାଗତ ରେ ଚାଲିଛି ଚୋର ବାଲି ବ୍ୟବସାୟ…

ମାଫିଆ ମାନଙ୍କ କବ୍ଜା ରେ ଚାନ୍ଦିପୋଷ ବାଲିଘାଟ...! କୁଆଁରମୁଣ୍ଡା : ୮-୯ ଗତ ଦୁଇ ବର୍ଷ ତଳେ କୁଆଁରମୁଣ୍ଡା ତହସିଲ ଅଧିନରେ ଥିବା ଚାନ୍ଦିପୋଷ ବାଲିଘାଟ କୁ ନିଲାମ କରାଯାଇ ଥିଲା।ଏହି ନୀଲାମ କୁ ମୋହନଦାସ ଅଗ୍ରୱାଲ ନାମକଜନୈକ ବ୍ଯକ୍ତି ଜଣକ ଲିଜ ପାଇବାକୁ ଆବେଦନ କରି ଯୋଗ୍ଯ ବିବେଚିତ ହୋଇ

ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧ଲକ୍ଷ ,୨୯ ହଜାର ଟଙ୍କା ଜବତ…

ହିଞ୍ଜିଳିକାଟୁ,୮।୯ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଘୋଡାଇଶୁଣି ପାହାଡ଼ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତ୍ରରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ। ଜୁଆ ଆଡ୍ଡାରୁ