Browsing Category

ଅପରାଧ

ବାଲିମେଳା ବନାଞ୍ଚଳକୁ ସଫଳତା ୨.୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ୪୫ ଖଣ୍ଡ ଶିଶୁ ,ଟିକ୍ ଏବଂ ବୀଜା କାଠ ଜବତ…

ମାଲକାନଗିରି : ବାଲିମେଳା ଅବୈଧ କାଠ ଗଚ୍ଛିତ ସ୍ଥାନରେ ରେଡ଼, ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ମନ୍ଦିର ତଳ ଲାଇନ (ୱାର୍ଡ ନଂ -୦୯) ଠାରେ ଶ୍ରୀ ମୋହିଦ୍ଦିନ ଶରିଫ୍,ବୟସ -୫୦ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ ,…

ବେଆଇନ ଦେଶୀ ମଦ ଚାଲାଣ ବେଳେ କୋମଣ୍ଡ ର ପୂର୍ବତନ ସରପଂଚ ଗିରଫ,ବାଇକ ସହ ୨୫ଲିଟର ମଦ ଜବତ…

ଖଲ୍ଲିକୋଟ : ଖଲ୍ଲିକୋଟ ଥାନ ଅନ୍ତର୍ଗତ କୋମଣ୍ଡ୍ ପଞ୍ଚାୟତ ର ପୂର୍ବତନ ସରପଂଚ ବେଆଇନ ଦେଶୀ ମଦ ଚାଲାଣ ବେଳେ ବ୍ରମ୍ୟମଣ ଅବକାରୀ ଦଳ ଅଚାନକ ନିର୍ମଳଜର ଠାରେ ଚଢ଼ାଉକରି ମଦ ବୋଝେଇ ବାଇକ୍ ସହ ୨୫ଲିଟାର ବେଆଇନ ଦେଶୀ ମହୁଲି ମଦ ଜବତ କରି କମୋଣ୍ଡର ପୂର୍ବତନ ସରପଞ୍ଚ ବଳରାମ ସାହୁ ପିତା ଐବନ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ

ଭୁବନେଶ୍ବର: ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। ଆକ୍ରମଣ କାରଣ ଜଣାପଡ଼ିନଥିବା ବେଳେ ଚୋରି ସାମଗ୍ରୀ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି।…

୩ ସାଇବର ଠକ ଗିରଫ

ଭୁବନେଶ୍ବର: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ଏଭଳି ଏକ ଘଟଣା ପୁଣି ଥରେ…

୪ ଦିନର ଛୁଆକୁ ଅଢ଼େଇ ଲକ୍ଷରେ ବିକି ଦେଇଥିଲେ ; ୮ ଦିନ ପରେ ଛତିଶଗଡ଼ରୁ ଉଦ୍ଧାର

ବଲାଙ୍ଗୀର : ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରି ଦେଇଥିଲେ। ବିକ୍ରି କରାଯିବାର ୮ଦିନ ପରେ ଛତିଶଗଡରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ। ଅଗଷ୍ଟ ୩ ତାରିଖରେ ଟିଟିଲାଗଡ଼ ସହର ଝଙ୍କରପଡ଼ାର ସନ୍ତୋଷ ପଟେଲ ଓ ପୁଷ୍ପା…

ଜେଲ ଗଲେ ଶ୍ୟାମଳାଈ ବିଦ୍ୟାପୀଠ ଶିକ୍ଷୟତ୍ରୀ…

ନକଲି ସାର୍ଟିଫିକେଟ ର ଗନ୍ତାଘର ଗଞ୍ଜାମ ଜିଲ୍ଲା... ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡଙ୍ଗି ଗ୍ରାମର ଶ୍ୟାମଳାଈ ଵିଦ୍ୟାପିଠ ରେ ରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷୟତ୍ରୀ ନିଯୁକ୍ତି ସମୟରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡିବା ପରେ…

ନିଜେ ଝୁଲିପଡିଥିଲେ ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ଡେଥ୍ ମିଷ୍ଟ୍ରିରୁ ଏଯାଏ ହଟିନି ପରଦା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ?…

ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ଉତ୍ତେଜନା…

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ…

DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ

ବ୍ରହ୍ମପୁର : ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ କେ. ଦିନେଶ କୁମାର ଓ କେ. ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା। ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନସିକ୍ ଲାବ…