Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ, ୫୦ ରାଉଣ୍ଡ ଗୁଳି ଜବତ
କଟକ: କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ। ସେମାନଙ୍କ ଠାରୁ ଜବତ ହୋଇଛି ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର, ୨ଟି ବାଇକକୁ ଜବତ କରାଯାଇଛି। ଅଭିଯୁକ୍ତମାନେ କଟକ ସହରରରେ ବଡ଼ ଧରଣର!-->…
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ
ଲଙ୍ଗଳଦେଇରୁ ୬୦୦ କିଲୋ ଗଞ୍ଜେଇ ଜବତ , ପିକଅପ ସହ ଜଣକୁ ଗିରଫ କଲା ଗୁଇନ୍ଦା ପୋଲିସ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ମିଳିଛି ବଡ଼ ସଫଳତା । ମଙ୍ଗଳବାର ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ଏକ!-->!-->!-->…
ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା, ୨୫ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର : ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା। ସୁରକ୍ଷା ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ସୌରିନ। ଯୁବତୀଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବଲିଉଡ ସିଙ୍ଗର।!-->…
୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ
ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ ।
ଆର୍. ଉଦୟଗିରି!-->!-->!-->…
ଆସିକା ପୋଲିସ ଦ୍ୱାରା ୨୧୬ ବୋତଲ ବିଦେଶୀ ମଦ ଜବତ ଜଣେ ଗିରଫ…
ଆସିକା-୩୧-୭ ଆସିକା ଥାନା ଅନ୍ତର୍ଗତ ଝଗଦେଇ ନିକଟରେ ବିଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ ରେ କାର୍ତ୍ତିକ ଗୌଡ଼ ନାମକ ବ୍ୟକ୍ତି କୁ ଗିରଫ କରିବାସହ ତା ନିକଟରୁ ୨୧୬ ବୋତଲ ବିଭିନ୍ନ କିସମର ବିଦେଶୀ ମଦ ଜବତ କରାଯାଇଛି। ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶନ ଓ ଅନ୍ୟ କର୍ମଚାରୀ ମାନେ!-->…
ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଶବ ମାଟି ତଳୁ ଉଦ୍ଧାର : ଯୋଜନା ବଦ୍ଧ ଭାବେ ହତ୍ୟା କରି ପୋତି ଥିବା ସନ୍ଦେହ…
ହିଞ୍ଜିଳିକାଟୁ, ୩୦।୭() ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲ ପଲ୍ଲୀରେ ଏକ ଯୁବତୀ ଙ୍କ ଅର୍ଦ୍ଧ ଉଲଗ୍ନ ଶବକୁ ପୋଲିସ ମାଟି ତଳୁ ଖୋଳି ଖୋଳି ଉଦ୍ଧାର କରିଛି। ମହିଳା ଙ୍କ ପରିଚୟ ମିଳିନାହିଁ। ତେବେ ଯୁବତୀ ଙ୍କ ବୟସ ପାଖାପାଖି ୧୮ ରୁ ୨୨!-->…
ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ
ମୟୁରଭଞ୍ଜ : ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି!-->!-->!-->…
ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର
ଟାଙ୍ଗି: ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ,!-->…
ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ
ଭୁବନେଶ୍ୱର :ପୁଣି ବାଦାମବାଡ଼ି ପୁଲିସ ଦ୍ଵାରା ଗିରଫ ହୋଇଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ। ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।
ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି। ସେ ଵିଭିନ୍ନ ରାଜ୍ୟରେ ମଧ୍ୟ!-->!-->!-->…
ନାବାଳକ ନରବଳି ଅଭିଯୋଗ: କିଆକଟା ଥାନାରେ ରୀତାଞ୍ଜଳି ବାଘଙ୍କ ସମେତ ୪ ଅଟକ
ଆଠମଲ୍ଲିକ: ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୪ଜଣଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ଖବର ମିଳିଛି। ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଅଟକ ରଖିଛି ପୁଲିସ।ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା।!-->…