Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’
କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ । ହେଲେ ଭାଗ୍ୟର ବିଡମ୍ବନା ! ସେ ଦୁଃଖଠାରୁ ଏ ଦୁଃଖ ଆହୁରି ବଳି ପଡିଲା । ଏମିତି ଦୁଃଖଦଘଟଣା ଘଟିଛି କଟକ!-->…
ଭୁଲ ଇଞ୍ଜେକସନ ନେଲା ଛୋଟ ଛୁଆର ଜୀବନ
ଯାଜପୁର: ମଙ୍ଗଳବାର ଜଣେ ଛଅ ବର୍ଷର ଶିଶୁକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଦାରଖଣ୍ଡା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ ଓମ୍ ମଲ୍ଲିକ ପ୍ରାଣ ହରାଇଥିବା ତାର ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଓମ୍ ମଲିକ!-->!-->!-->…
ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ମୃତଦେହ ଠାବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମୁଷଳ ନଦୀ କୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
!-->!-->!-->…
ରାତିରେ ଚଡ଼ି, ଗଞ୍ଜି ପିନ୍ଧି ଚୋରି କରୁଥିଲେ; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ।
ପୋଲିସର ସୂଚନା ଅନୁସାରେ, ଏହି!-->!-->!-->…
ଓଟିପି ସେୟାରିଂ ମାମଲା: ଆସନ୍ତାକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ପଠାଣିସାମନ୍ତ
ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସଟିଏଫ। ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ ।
ସୂଚନାଯୋଗ୍ୟ,!-->!-->!-->…
ଧରାପଡ଼ିଲେ ନକଲି ଡାକ୍ତର
ବ୍ରହ୍ମପୁର : ନିଜକୁ ଦିଲ୍ଲୀ ଏମସର ଡାକ୍ତର କହି ରୋଗୀ ଚିକିତ୍ସା କରୁଥିଲେ । ବେଶ ଦାମୀ ଡାକ୍ତର ବୋଲି ଲୋକେ ଭାବୁଥିଲେ । ୫ ମିନିଟ ଦେଖିବାକୁ ନେଉଥିଲେ ୩୦୦ ଟଙ୍କା । ହେଲେ ଖୋଲିଗଲା ସବୁ ଗୁମର । ନକଲି ରୋଗୀ ଖୋଲିଦେଲେ ନକଲି ଡାକ୍ତରଙ୍କ କଳାକାରନାମା । ନକଲି ଡାକ୍ତରଙ୍କୁ ଧରିବା ପାଇଁ!-->…
କମିଶନରେଟ୍ ପୋଲିସର ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ କ୍ୟାପିଟାଲ,!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ
ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ଠାରେ!-->…
୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ
ବୌଦ୍ଧ: ଫ୍ଲିପ୍କାର୍ଟରେ ଚାକିରି କରି କୌଶଳକ୍ରମେ କମ୍ପାନିରୁ ୩୯ ଲକ୍ଷ ଟଙ୍କା ଠକେଇ କରିଥିବା ତିନି ଜଣ ଠକ ଅଧକାରୀଙ୍କୁ ବୌଦ୍ଧ ପୁଲିସ ଗରିଫ କରିବାରେ ସଫଳ ହୋଇଛି। ଏନେଇ ଏସପି ରାଜ୍ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଅଭିଯୁକ୍ତ ତିନି ଜଣ!-->!-->!-->…
ଦାଦାବଟି ପାଇଁ ବୋମାମାଡ଼ ଘଟଣା, ଗ୍ୟାଙ୍ଗ ମୁଖ୍ୟ ସହ ୫ ଗିରଫ
ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବୋମାମାଡ଼ର ୨୪ ଘଣ୍ଟାରେ ପୁରୀ ପୋଲିସ ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ରାଜା ମଲ୍ଲିକଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ଅଫୁଟା ବୋମା, ୨ଟି ବାଇକ, ଗୋଟିଏ ମୋବାଇଲ୍ ଓ!-->…