Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଲଜ୍ୟା ମିଳୁନି ମହାପ୍ରୟାଣ ଗାଡ଼ି,ସାଇକେଲରେ ବୁହାହେଲା ମୃତଦେହ
ସୁବର୍ଣ୍ଣପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲ ବୁହା ହୋଇଛି ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ।
ମେଘଲା ଗାଁର ରୁକ୍ମିଣୀ ସାହୁ ନାମକ ଜଣେ ଅସହାୟ ବୃଦ୍ଧା!-->!-->!-->…
ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା, ଅସଂଯତ ଅବସ୍ଥାରେ ଧରିଲେ ସ୍ତ୍ରୀ
ବଲାଙ୍ଗୀର : ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ । ଆଉ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲେ ପୋଲିସ କନେଷ୍ଟବଳ ବାବୁ ।
ଅସଂଯତ ଅବସ୍ଥାରେ!-->!-->!-->…
ରାଜନୈତିକ ହିଂସାକୁ ନେଇ ହଣାକଟା, ଜିଲ୍ଲା ପରିଷଦଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ
ଯାଜପୁର: ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଖଣ୍ଡା ଭୁଜାଲିରେ ଆକ୍ରମଣରେ ସ୍ଥାନୀୟ!-->…
ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ
ବାରିପଦା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ,!-->…
ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଙ୍କୀ : ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଏନ୍ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିଲା ରଜ ଦୋଳି। ସେଠାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା ।
!-->!-->!-->…
ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀ
ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ସାହୁ । ବିଭାଗ ପକ୍ଷରୁ ଭଡ଼ାରେ ଚାଲୁଥିବା ଭ୍ରାମ୍ୟମାଣ ଗାଡିର ୨୦୨୩-୨୪ ବର୍ଷ ନିମନ୍ତେ ଅନୁମତି ନବୀକରଣ କରିବାକୁ ଜଣେ ବୋଲେରୋ ଗାଡ଼ି!-->…
ଶିକାରୀ ଗୁଳିରେ ଫରେଷ୍ଟର ମୃତ
କରଞ୍ଜିଆ: ଶିକାରୀ ଗୁଳିରେ ଫରେଷ୍ଟର ମୃତ । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାଳୟରେ ମୃତ!-->…
ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼
ବାଙ୍ଗିରିପୋଷି: ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର ।
ଅଭିଯୋଗ!-->!-->!-->…
ପୁଅ ଆକ୍ରମଣରେ ମା’ ମୃତ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି ।
ରାଇଘର : ନାକଟିସିମଡ଼ା ପଞ୍ଚାୟତରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟାର ଓ ବ୍ୟାନର…
ଉମରକୋଟ, ( ୧୭/୦୬/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ ଚିତରଭାଟି ଯିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛରେ ପୁଣି ଏକ ମାଉ ପୋଷ୍ଟାର ଓ ବ୍ୟାନର ଦେଖିବାକୁ ମିଳିଛି , ଏହି ମାଓ ବ୍ୟାନର ଓ ପୋଷ୍ଟାର ରେ ଭା,କା, ପା, ମେନପୁର!-->…