Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ
ସମ୍ବଲପୁର : ବସିଥିଲେ, ହଠାତ୍ ମାଡ଼ି ଆସିଲା ପାଣି। ବୁର୍ଲା ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାୱାର କେନାଲରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯାକ ଭାସି ଯାଇଥିଲେ।!-->…
ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା, ଟଙ୍କା ଗାୟବ ନେଇ STF ତାଜୁବ୍
ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ ଠକ ମନୋଜ ନାଁରେ ଆଉ କେତୋଟି ଆକାଉଣ୍ଟ ଅଛି ତାହା!-->…
ବେଆଇନ ଗୋମାଂସ ବିକ୍ରି ଅଭିଯୋଗ ରେ ୭ଗିରଫ…
ମାଲକାନଗିରି: ମାଲାକନଗିରି ଥାନା ଅନ୍ତର୍ଗତ ଏମଭି-୭ ନମ୍ବର ଗ୍ରାମର କେନାଲ ବ୍ରିଜ ନିକଟରେ ଗୋ ହତ୍ୟା କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ୟ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଏମଭି-୭ ଗ୍ରାମର କେନାଲ ବ୍ରିଜ ନିକଟରେ ଗୋଟିଏ ଗାଈକୁ ହତ୍ୟା କରି ମାଂସକୁ ବିକ୍ରି!-->…
୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍ଏସ୍
ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଜଣେ!-->…
ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି
ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି।
!-->!-->!-->…
ନବୀନ-ନୀତୀଶ ଭେଟ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ!-->…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମୁଖ୍ୟ କିରାଣି ଓ ଦଲାଲ
ସୋନପୁର: ୨୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ଦଲାଲ ହେମକାନ୍ତ ବିଶି। ଆଜି ଅଭିଯୋଗକାରୀ ପ୍ରଦୀପ ସାହୁଙ୍କଠାରୁ ଉକ୍ତ ଅର୍ଥ ଗ୍ରହଣ କରୁଥିବା ବେଳେ ଉଭୟଙ୍କୁ ମାଡ଼ିବସିଥିଲା ସୋନପୁର ଓ!-->…
ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ
କେନ୍ଦୁଝର : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ ।
ତାଙ୍କ ବେଡରୁମ୍ ଝରକା ଦେଇ!-->!-->!-->…
ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ
ବାଙ୍କୀ : ଭୁଲିଗଲେ ମାନବିକତା । ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଗ୍ରାମରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର!-->!-->!-->…
ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଯୁକ୍ତଦୁଇ ଛାତ୍ରୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁରର ସୁଜ୍ଞାନୀ ସ୍ୱାଇଁ । ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ!-->…