Browsing Category

ଅପରାଧ

ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ

ଦେବଗଡ଼: ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି । ଏନେଇ ଏସଟିଏଫରେ ତଦନ୍ତ ଜାରି ରହିଛି। ବାଲି ଟ୍ରକ ଧକ୍କାରେ…

ବେଦାନ୍ତ ଫେକର କାରଖାନାରେ ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି

ଭଦ୍ରକ : ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି । ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା । ସୂଚନା ଅନୁଯାୟୀ ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ…

ନନ୍ଦନ ବିହାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନନ୍ଦନ ବିହାରର ଏକ ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ସେହି କୋଠାରେ ଲେବର ଭବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରୁଥିବାର କୁହାଯାଉଛି। ଖବର ପାଇ…

ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର…

ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ଟ୍ରେନ୍ ଟଏଲେଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବେକରେ କ୍ଷତ ଚି଼ହ୍ନ ଥିବା ନେଇ ପୋଲିସ କଲା ବଡ଼ ଖୁଲାସା

ଭୁବନେଶ୍ୱର: ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। Grp ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ। ମୃତ ମହିଳାଙ୍କ ବେକକୁ କୌଣସି ଏକ ମୁନିଆ ଜିନିଷରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି । ମହିଳାଙ୍କ…

ବାଳକକୁ ହତ୍ୟା ଅଭିଯୋଗ, ଗାଁ ପୋଖରୀରୁ ମିଳିଲା ମୃତଦେହ

ଭଞ୍ଜନଗର : ୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କାଦପଡା ଗାଁ ର ଶିବରାମ ପଣ୍ଡାଙ୍କ ନାବାଳକ ପୁଅ । ଶନିବାର ଦିନ ଟିଉସନ୍‌ କୁ ଯାଇ ଘରକୁ ନଫେରିବାରୁ , ପରିବାର…

ପରିସ୍ରା ବାହାନାରେ କୋର୍ଟରୁ ସରପଞ୍ଚଙ୍କ ଫେରାର ଉଦ୍ୟମ

ବଲାଙ୍ଗୀର : ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚଙ୍କ ପୋଲିସ ହେପାଜତରୁ ଫେରାର ଉଦ୍ୟମ । ପୁଣି ତାଙ୍କ ନାମରେ ରୁଜୁ ହେଲା ଆଉ ଏକ ମାମଲା । କୋର୍ଟରେ ହାଜର ହେବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା ଏହାପରେ କୋର୍ଟରୁ ଫେରାର ଉଦ୍ୟମ କରିଥିଲେ । ହେଲେ ମାଡ଼ିବସିଲା…

ଭାରସାମ୍ୟ ହରାଇ ମାଣିକପୁର ଘାଟିରେ ଓଲଟିଲା ଅଟୋ, ୨ ମୃତ ଓ ୮ ଆହତ

ଗଜପତି: ଅଟୋ ଓଲଟି ୨ ମୃତ, ୮ ଆହତ । ଗଜପତି କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପାଇକ ଅନ୍ତରଡା ନିକଟସ୍ଥ ମାଣିକପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ…

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା…

ଭୁବନେଶ୍ୱର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ମମିତାଙ୍କ ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର…