Browsing Category

ଅପରାଧ

ଠାକୁରଙ୍କୁ ମୁଣ୍ଡିଆ ମାରି ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲୁଟେରାଙ୍କ ଠାକୁର ଭକ୍ତି । ଭଗବାନଙ୍କୁ ମୁଣ୍ଡିଆ ମାରି ଲୁଟ୍‌ କଲେ ଲୁଟେରା । ସିସିଟିଭିରେ କଏଦ ହେଲା ଏ ସବୁର ଭିଜୁଆଲ । ଭୁବନେଶ୍ୱର ଗଜପତି ନଗରରେ ବଡ଼ ଧରଣର ଲୁଟ୍‌ ହୋଇଛି । ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଛନ୍ତି ୪ ଦୁର୍ବୃତ୍ତ । ଗ୍ରୀଲ୍‌

ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ

ବରଗଡ଼ରେ ବୀଭତ୍ସ ହତ୍ୟା, ଗୁପ୍ତାଙ୍ଗ କାଟି ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବରଗଡ଼: ବୀଭତ୍ସ ହତ୍ୟା । ଯୁବକଙ୍କ ମାରି ଫିଙ୍ଗିଦେଲେ। ଗୁପ୍ତାଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡ଼ାମାଲ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅର୍ଦ୍ଧ ନଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ

ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଲେ ଦୁଇ ଉତ୍ତେଜନାକାରୀ

ଆନନ୍ଦପୁର: ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଗାଁରେ ଗଣ୍ଡଗୋଳ। ଆନନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ

ଅବକାରୀ ବିଭାଗର ବାର୍ଷିକ ସମୀକ୍ଷା :କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୬୧ହଜାରରୁ ଅଧିକ ମାମଲା ରୁଜୁ ଓ ୪୯ହଜାରରୁ ଅଧିକ…

ଝାରସୁଗୁଡା ଓ ଏହାର ଆଖପାଖରେ ନିୟମିତ ଚଢଉ ପାଇଁ ଅବାକରୀ କମିଶନରଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, ୧୬/୦୪ : ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ

ମାଫିଆ ଫେରାର : ତିନି ବାଇକ୍ ସହ ୧୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ବିଭିନ୍ନ ଜାଗାରେ କିଛିଦିନ ହେଲା ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଅନେକ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଚାଲିଛି । ତଥାପି ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଥମିବାର ନାଁ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ…

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ପାଇକସାହି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଦୋଳା ପଞ୍ଚାୟତ ଜୁରାଗଡ଼ିଆ ଗ୍ରାମର କଟିଆ ବାରିକଙ୍କ ୨୬ ବର୍ଷୀୟ ପୁଅ ତନୁଜ ବାରିକ ବୋଲି ଜଣା ପଡିଛି। ତନୁଜ ନିଜ ଭଉଣୀ

ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍: ଅନିର୍ଦ୍ଧିଷ୍ଟ କାଳପାଇଁ କର୍ଫ୍ୟୁ…

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି

ଛୁରାମାଡ଼ରେ ଭିଣୋଇ ମୃତ, ବଞ୍ଚାଇବାକୁ ଯାଇ ଶଳା ଗୁରୁତର…

କେନ୍ଦ୍ରାପଡା : ଛୁରାମାଡ଼ରେ ଭିଣୋଇ ମୃତ । ଭିଣୋଇକୁ ବଞ୍ଚାଇବାକୁ ଯାଇ ଶଳା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ ଦହିଅଣ୍ଟା ଗାଁର ଘଟଣା। ବିଳମ୍ବିତ ରାତିରେ ଭୋଜି ଖାଇ ଫେରିଲାବେଳେ ଆକ୍ରମଣ ହୋଇଥିଲା । ମୃତକ ସହିରା ଗାଁର ଅମିତ କୁମାର ପାତ୍ର। ଗତକାଲି ଦହିଅଣ୍ଟା ଗାଁରେ

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ଅଭିଯୋଗ…

ସମ୍ବଲପୁର: ଯୁବକଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଦଳେଇପଡା ଅଞ୍ଚଳର ଘଟଣା । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।ମୃତକ ଜଣକ ବୁର୍ଲା ଥାନା ଝାରମୁଣ୍ଡା ଅଞ୍ଚଳର। ଏହି ଘଟଣାରେ ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ