Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ପାଟଣାଗଡ : ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗାଁର ପୋଖରୀ ହିଡରେ ସେହି ଗାଁର ବିନୋଦ ବରିହା ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଗତକାଲି!-->…
ଶୋଇଥିବା ବେଳେ ଏସି ସଟ୍ସର୍କିଟରୁ ଲାଗିଲା ନିଆଁ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଘଟିଛି ଅଗ୍ନିକାଣ୍ଡ। ଏସି ସଟ୍ସର୍କିଟ୍ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ମାତ୍ର ମହିଳାଙ୍କ ସ୍ୱାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତା ମହିଳା!-->…
ସମ୍ବଲପୁର ପଥର ମାଡ ଘଟଣାରେ ୨୫ ଅଟକ…
ସମ୍ବଲପୁର : ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼!-->…
ଛେଳି ବେପାରୀଙ୍କୁ ଗୁଳି ମାରି ଲୁଟିନେଲେ ୯ ଲକ୍ଷ..
ସୁନ୍ଦରଗଡ଼/ଲେଫ୍ରିପଡା- ୧୩/୦୪/୨୩ ଆଜି ସକାଳେ ଲେଫ୍ରିପଡା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ଯା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା!-->…
ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପଥରମାଡ଼, ଏଏସ୍ପି, ଆଇଆଇସିଙ୍କ ସମେତ ୧୦ ଆହତ
ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼। ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି। ଗୁରୁତର ଥିବା ଧନୁପାଲି ଆଇଆଇସିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଧନୁପାଲି ଛକରୁ ରାଲି ଗଲା ବେଳେ!-->!-->!-->…
ବେଦାନ୍ତ ଫେକର କମ୍ପାନି ଆଗରେ ୧୪୪ ଧାରା ଲାଗୁ , ମୁମ୍ବାଇ ଏୟାରଲିଫ୍ଟ ହେଲେ ୨ ଗୁରୁତର ଶ୍ରମିକ
ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିରେ ଗତକାଲି ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଇ ମୁମ୍ବାଇ ସ୍ଥାନାନ୍ତର!-->…
ନୟାପଲ୍ଲୀ ଜମି ଦଖଲ ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର
ଭୁବନେଶ୍ୱର: ନୟାପଲ୍ଲୀ ଜମି ଜବରଦଖଲ ମାମଲା । ମାଷ୍ଟର ମାଇଣ୍ଡ ରାଘବ ଜେନାର ଘରେ ବୁଲ ଡୋଜର ବୁଲାଇଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଛି ।
ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର କରି ଭଡ଼ାରେ!-->!-->!-->…
ସୁନା ଚେନ ଝାମ୍ପିନେଲେ ଲୁଟେରା…
ଭୁବନେଶ୍ୱର: ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ। କଳା ପଲସରରେ ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ!-->…
ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍…
ଭୁବନେଶ୍ଵର: ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର SFSLରୁ ଏହି!-->…
ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାରୁ ଜୀବନ ହାରିଲା ନାବାଳିକା
ଆନନ୍ଦପୁର: ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧି କ୍ରିୟା ଚାଲିଥିବା ବେଳେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ ।
!-->!-->!-->…