Browsing Category

ଅପରାଧ

ଧରାପଡିଲା ହାଡିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ

କଟକ: ବାବା ବେଶରେ ୨ ବର୍ଷ ଧରି ଲୁଚିଥିଲା ସୈତାନ । ଧରାପଡ଼ିଲା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଦୀପକ ମଲ୍ଲିକକୁ ଢେଙ୍କାନାଳରୁ ଗିରଫ କରିଛି କଟକ ବିଡାନାସୀ ଥାନା ପୋଲିସ । ଆଜି କୋର୍ଟ ଚାଲାଣ କରିବ ପୋଲିସ । ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିଲା ଅଭିଯୁକ୍ତ । ବାବା

ରାଜସ୍ବ ବିଭାଗର ସୁଲାସୁତରା ରେ ଚାଲିଛି ଶୁଆ ଡଙ୍ଗରରୁ ବେଆଇନ ପଥର ଖନନ…

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିତାବେଡ଼ା ପଞ୍ଚାୟତ ଭୀମା ଗୁଡ଼ା ଠାରୁ ମାତ୍ର ଦୁଇ କି.ମି ବାମ କଡେ ଅବସ୍ଥିତ ଏକ ବିଶାଳକାୟ ପଥର ବେଷ୍ଟିତ ଶୁଆ ଡଙ୍ଗର।ଏଠାକୁ ନୂଆଁ ବର୍ଷ ଓ ବିଭିନ୍ନ ଉତ୍ସବ ସମୟରେ ଅକ୍ଟବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ବଣଭୋଜି କରିବାକୁ ବ୍ଲକର ବିଭିନ୍ନ

ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡବ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ

OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଯୋଡ଼ା: OMDC କର୍ମଚାରୀଙ୍କୁ ଗୁଳି । ଯୋଡ଼ା ବଡ଼ବିଲରେ OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦାମୁହାଟିଂ ପାଖ ଇଲେକ୍ଟ୍ରିକ୍‌ ଗ୍ରୀଡ଼ ପଛପଟୁ ମିଳିଛି ମୃତଦେହ । ମୃତକ ହେଲେ ଦଲକି ବସ୍ତିର ଦୁଃଶାସନ ବାରିକ । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ମୃତଦେହ ନିକଟରେ

ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ

ଆଠଗଡ଼ : ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ।ମୃତ ଶିଶୁ ଜଣକ ହେଲା ଚିକୁ ନାଏକ। ଗତକାଲି ଗୁଡ଼ ଫ୍ରାଇଡେ ଥିବାରୁ ସ୍କୁଲ୍‌ ବନ୍ଦ ରହିଥିଲା। ଗ୍ରାମର କିଛି ପିଲା

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ବଲାଙ୍ଗିର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ। ଫେକ୍‌ ସାର୍ଟିଫିକେଟ୍‌ କାରବାରର ଲିଙ୍କ୍‌ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । କଳାଟଙ୍କାର ଚେର ଖୋଜିପାରେ ତଦନ୍ତକାରୀ

ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ରାୟଗଡ଼ା : ଶୂନ୍ୟ ମୃତ୍ୟୁ ସପ୍ତାହରେ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା ସହରର ୩୨୦ ନମ୍ବର ଜାତୀୟ ରାଜପଥର ଫରେଷ୍ଟ ପାର୍କ ନିକଟରେ। ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍।

ଅପରେସନ୍ ଅଧାରେ ରୋଗୀକୁ ଛାଡ଼ି ଚାଲିଗଲେ ଡ଼ାକ୍ତର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ବର: ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଜଣ ଆଶାୟୀ ନାଁରେ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରକୁ ଲମ୍ବିଛି ଫେକ ସାର୍ଟିଫିକେଟ ଚେର। ୬ ଜଣ ଚାକିରି ଆଶାୟୀଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ଡାକ ବିଭାଗ । ଏନେଇ ଜଣଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ

ଟ୍ରକ ପଛକୁ ପିଟିଲା ପିକଅପ ଭ୍ୟାନ୍, ୩ ମୃତ; ୬ ଗୁରୁତର

ଯାଜପୁର: ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ । ଦୁର୍ଘଟଣା ନେଇଛି ୩ଜଣଙ୍କର ଜୀବନ । ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଏକ