Browsing Category

ଅପରାଧ

୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର, ୩ ମୃତ

ସୁବର୍ଣ୍ଣପୁର: ସ୍କୁଲ ସାମ୍ନାରେ ୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍। ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁବର୍ଣ୍ଣପୁର-ବିନିକା ରାସ୍ତା ଶରଧାପାଲି ଛକରେ ଥିବା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏହି…

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ…

ଯାଜପୁର : ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଏହା ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ମୃତ ମହିଳା ହେଲେ ଜାରକା…

ସ୍ତ୍ରୀକୁ ହତ୍ୟା ପରେ ନିଜ ଜୀବନ ହାରିଲା ସ୍ୱାମୀ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।…

ଚତୁର୍ଥ ପତ୍ନୀଙ୍କ ଅଭିଯୋଗ ପରେ ରସିକିଆ ଜେଇ ଗିରଫ…

ରାୟଗଡ଼ : ବନ୍ଧା ହେଲେ ରସିକିଆ ଜେଇ। ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ରାୟଗଡା ପୋଲିସ। ଗୋପୀନାଥ କିଷାନ ଗୋଟିଏ କି ଦୁଇଟି ନୁହେଁ ଏକା ଥରେ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଚତୁର୍ଥ…

ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ, ୨ ଘଣ୍ଟା ପରେ ଉଦ୍ଧାର

ଭୁବନେଶ୍ୱର : ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍‌ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ ଛକରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ହୋର୍ଡିଂ ଉପରେ ଚଢି…

ଉତ୍କଳ ଆଲୁମିନାର ସିକ୍ୟୁରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ…

କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳଆଲୁମିନା କମ୍ପାନୀର ସିକ୍ୟରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ ଅଣ୍ଡିରାକଞ୍ଚ ପୋଲିସ ଉତ୍କଳ ଆଲୁମିନା ପୂର୍ବତନ ଏବଂ ମାସେ ପୂର୍ବରୁ କୋଡ଼ିଙ୍ଗା ମାଳି ହିଣ୍ଡାଲ କୋ ରେ ସୁରକ୍ଷା ଅଧିକାରିଭାବେ କାର୍ଯ୍ୟରତ ଡମ୍ବରୁ ନାଏକ ଙ୍କୁ ଗିରଫ କରି…

ଓଡ଼ିଶା-ଆନ୍ଧ୍ର ସୀମାରେ ବ୍ୟାପକ ମାଓ ସାମଗ୍ରୀ ଜବତ…

କୋରାପୁଟ: ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି କୋରାପୁଟ ପୁଲିସ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି। ସର୍ଚ୍ଚ ଅପରେସନରେ ଡିଭିଏଫ୍‌ ଯବାନ ଓ…

ବାଲେଶ୍ୱରରେ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ

ବାଲେଶ୍ୱର : ବାଲେଶ୍ୱର ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ କରିଛି । ସେକ୍ସ ରାକେଟ ସହ ରହିଛି ବାଂଲାଦେଶ ଲିଙ୍କ୍‌ । ସେକ୍ସ୍‌ ରାକେଟ ଅଭିଯୋଗ ରେ ବାଲେଶ୍‌ର ପୋଲିସ ଦ୍ଵାରା ୧୩ ଗିରଫ ହୋଇଥିବା ବେଳେ ବାଲେଶ୍‌ର ଜିଲ୍ଲା ପୋଲିସ ମୁଖ୍ଯାଳୟରେ ବାଲେଶ୍‌ର ଏସ ପି…

ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି। ସେପଟେ ଗତ ୧୭ ତାରିଖରେ ପ୍ରେମିକାଙ୍କୁ ଏକାଧିକ ଥର କଲ କରିଥିଲେ…

ବାଲିଗଦାରେ ପାଣି ଢାଳି ଦେବାରୁ ରକ୍ତାକ୍ତ ସଂଘର୍ଷ

ପୁରୀ: ଘର ଆଗରେ ଥିବା ବାଲିଗଦାରେ ପାଣି ପକାଇବାକୁ ନେଇ ଦୁଇ ପଡ଼ୋଶୀଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ। ଖଣ୍ଡା ଚୋଟରେ ରକ୍ତାକ୍ତ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ଆଜି ଏହି ଘଟଣା ଘଟିଛି। …