Browsing Category

ଅପରାଧ

18football.Com ଠକେଇ, ଅଭିଯୁକ୍ତ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍…

ନୂଆଦିଲ୍ଲୀ :ଠକେଇ ଅଭିଯୋଗ, ଦିଲ୍ଲୀର ଶାହିନବାଗ ଅଞ୍ଚଳର ଯୁବକ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି। ଏକ ଅନ୍ତର୍ଜାତୀୟ ଠକେଇ ମାମଲାରେ ମହମ୍ମଦ ସୈଫ୍ ମାଷ୍ଟରମାଇଣ୍ଡ। ଏହି ମାମଲାର ତଦନ୍ତ କରୁଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧ କ୍ରମେ

ପାରାଦୀପରୁ ସ୍ଥାନାନ୍ତର ହେଲା ସନ୍ଦିଗ୍ଧ ପାରା, ଫୋରେନସିକ୍ ଲ୍ୟାବ୍‌ରେ ହେବ କ୍ୟାମେରା ଓ ଚିପ୍‌ର ଟେଷ୍ଟିଂ

ପାରାଦୀପ : ପାରାଦୀପରେ ବିଦେଶୀ ଗୁପ୍ତଚର ପାରାକୁ ନେଇ ବଢୁଛି ରହସ୍ୟ। ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବ୍‌ ଆସୁଛି ସନ୍ଦିଗ୍ଧ ପାରା । ପାରାଦୀପରୁ ଉଦ୍ଧାର ହୋଇଥିବା ପାରାକୁ ଭୁବନେଶ୍ୱର ଅଣାଯାଉଛି । ପାରା ଦେହରେ ଲାଗିଥିବା ସନ୍ଦିଗ୍ଧ ବସ୍ତୁକୁ ପରୀକ୍ଷା କରାଯିବ । ପାରା ଗୋଡ଼ରେ

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ଲିଫ୍ଟ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ। ମଙ୍ଗଳବାର ରାତିରେ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ ଜଣେ ଯୁବକ। ଏହାପରେ ଏକ ନିକାଞ୍ଚନ ସ୍ଥାନକୁ ସଂପୃକ୍ତ ଯୁବତୀଙ୍କୁ ନେଇଯାଇ ଉକ୍ତ ଯୁବକ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ପ୍ରୟାସ

ନବ ବଧୂକୁ ତଣ୍ଟି ଚିପି ହତ୍ୟା.. ! ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

ଭୁବନେଶ୍ୱର: ଭୁବନେଶ୍ୱର ଜଳିପାଟଣା ଗ୍ରାମରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡ଼ିଆସାହିର ଲକ୍ଷ୍ମୀପ୍ରୟା ମହାନ୍ତି I ସେ ଜଲିପାଟଣାର ପ୍ରଭାତ

ଶଶୁର ଘରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା…

ପାଟଣାଗଡ଼ : ଜ୍ୱାଇଁକୁ ପିଟିପିଟି ହତ୍ୟା । ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ମୃତକ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ର ମେହର । ଘରୋଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି…

ପୁରୀ: ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ

ଘରେ ପଶି ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ…

ହିଞ୍ଜିଳିକାଟୁ : ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବତୀଙ୍କ ମାଁ ଙ୍କୁ ଆକ୍ରମଣ ଅଭିଯୋଗରେ ବୁଧବାର ହିଞ୍ଜିଳି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞିଳିକାଟୁ ଥାନା କାଞ୍ଜିଆମା ଗ୍ରାମର କେଉଟସାହିର ଵିକାଶ ବେହେରା ଡାକ ନାମ କାଳିଆ । ପୁଲିସ

ରୀତିମତ ଖାଉଟି ଚାଉଳ ଚୋରା ଚାଲାଣ, ହିତାଧିକାରୀଙ୍କ ଚାଉଳ କିଣି ଦଲାଲ ମାଲେ ମାଲ…

ମାଲକାନଗିରି : କାଲିମେଳା ଦିନକୁ ଦିନ ହତାଧିକାରୀ ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଓ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଥିବା ବେଳେ ତାହାକିଭଳି ବାଟମାରଣା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ନାଳଗୁଗୁଣ୍ଠି ପଂଚାୟତରେ ।

ଡିଜେ ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ସୋର: ଦୋଳ ମେଳଣ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା। ବାଲେଶ୍ବର ଜିଲ୍ଲା ସୋର ଥାନା ସୋର-କୁପାରୀ ରାସ୍ତା କାନପୁର ପୋଲ ନିକଟରେ ଆଜି ଅପରାହ୍ନରେ ଏକ ପିକ୍‌ଅପ୍‌ ଡିଜିକୁ ଟାଣି ଟାଣି ନେଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଉପରେ ଓଲଟି

ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି : ସମ୍ବଲପୁର ଏସପି

ସମ୍ବଲପୁର: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।ସେ ଆହୁରି କହିଛନ୍ତି ଯେ