Browsing Category

ଅପରାଧ

ଶଶୁର ଘରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା…

ପାଟଣାଗଡ଼ : ଜ୍ୱାଇଁକୁ ପିଟିପିଟି ହତ୍ୟା । ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ମୃତକ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ର ମେହର । ଘରୋଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।…

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି…

ପୁରୀ: ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ…

ଘରେ ପଶି ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ…

ହିଞ୍ଜିଳିକାଟୁ : ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବତୀଙ୍କ ମାଁ ଙ୍କୁ ଆକ୍ରମଣ ଅଭିଯୋଗରେ ବୁଧବାର ହିଞ୍ଜିଳି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞିଳିକାଟୁ ଥାନା କାଞ୍ଜିଆମା ଗ୍ରାମର କେଉଟସାହିର ଵିକାଶ ବେହେରା ଡାକ ନାମ କାଳିଆ । ପୁଲିସ…

ରୀତିମତ ଖାଉଟି ଚାଉଳ ଚୋରା ଚାଲାଣ, ହିତାଧିକାରୀଙ୍କ ଚାଉଳ କିଣି ଦଲାଲ ମାଲେ ମାଲ…

ମାଲକାନଗିରି : କାଲିମେଳା ଦିନକୁ ଦିନ ହତାଧିକାରୀ ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଓ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଥିବା ବେଳେ ତାହାକିଭଳି ବାଟମାରଣା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ନାଳଗୁଗୁଣ୍ଠି ପଂଚାୟତରେ ।…

ଡିଜେ ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ସୋର: ଦୋଳ ମେଳଣ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା। ବାଲେଶ୍ବର ଜିଲ୍ଲା ସୋର ଥାନା ସୋର-କୁପାରୀ ରାସ୍ତା କାନପୁର ପୋଲ ନିକଟରେ ଆଜି ଅପରାହ୍ନରେ ଏକ ପିକ୍‌ଅପ୍‌ ଡିଜିକୁ ଟାଣି ଟାଣି ନେଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଉପରେ ଓଲଟି…

ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି : ସମ୍ବଲପୁର ଏସପି

ସମ୍ବଲପୁର: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।ସେ ଆହୁରି କହିଛନ୍ତି ଯେ…

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ…

ଯାଜପୁର: ଜିଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ। ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଓଜନ ୮୪କେଜି ହେବ ବୋଲି ଯାଜପୁରରୋଡ଼ ଏସଡ଼ିପିଓ ସଂଜୟ ପଟ୍ଟନାୟକଙ୍କ ସୂଚନା।

ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି…

ଖୋର୍ଦ୍ଧା: ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ବିସ୍ଫୋରଣରେ ଆଉ ୩…

ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ମାଡ଼ିବସିଲା ଟିମ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ଗତକାଲି ପାଇଥିଲେ ପଦୋନ୍ନତି । ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ। ସୂଚନା ଅନୁଯାୟୀ,…

ନିଜକୁ ଜାଳିଦେଲା ଯୁବକ, ଜଳୁଥିବାବେଳେ ଉଦ୍ଧାର କଲେ ଲୋକେ

ପୁରୀ: ନିଆଁରେ ପୋଡ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସହ ଦେହରେ ନିଆଁ ଲଗାଇ ଜଣେ ଯୁବକ ନିଜକୁ ଜାଳି ଦେଇଥିବା ସୂଚନା ମିଳିଛି। ପୁରୀର ବାସେଳିସାହି ଥାନା ଶଙ୍କରେଶ୍ବର ମନ୍ଦିର ନିକଟରେ ଏଭଳି ଅଘଟଣ ଘଟିଛି। ମନ୍ଦିର ନିକଟ ଏକ ଭଙ୍ଗା ଘରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇଦେଇଥିଲା। ଏହାପରେ…