Browsing Category

ଅପରାଧ

ଭୂଷଣ୍ଡପୁର ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି | ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି | ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ,…

ମୋହନାର ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ହତ୍ୟା

ମୋହାନ: ଗଜପତି ମୋହନା ଅଞ୍ଚଳରେ ଥମୁନି ଦାଦନ ଦୁଃଖ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ।କେବେ ହାତ ପାପୁଲି କଟାଯାଉଛି ତ କେବେ ଦିଆଯାଇଛି ଶାରୀରିକ ମାନସିକ ନିର୍ଯ୍ୟାତନା । ଆଉ ଏବେ ଆସିଛି ତାଠୁ ବଡ଼ ସାଂଘାତିକ ଅଭିଯୋଗ । ମାଡ଼ ମାରିବା ସମୟରେ ସଂପର୍କିୟଙ୍କୁ ଭିଡିଓ କଲ୍ କରି…

ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାର ଅଭିଯୁକ୍ତ ୟୁବଟ୍ୟୁବରଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଅଭିଯୁକ୍ତ ୟୁବଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତମୂଳକ…

ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁରରେ ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ବ୍ରହ୍ମପୁର ପାଟପୁର ଥାନା ଡେଙ୍ଗାଡ଼ିରେ ଘଟିଛି ଏହି ଆତ୍ମହତ୍ୟା ଉଦ୍ୟମ। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ…

ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର…

ଗୁଣପୁର: ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର। ନାଳ ପାଖରୁ ଉଦ୍ଧାର ହେଲେ ଯୁବତୀ। ରାୟଗଡା ଜିଲ୍ଲା ଗୁଣପୁର ଥାନା ବନ୍ଧୁଗୁଡା ନୀଳକଣ୍ଠ ନଗର ନାଳ ପାଖରେ ଜଣେ ଯୁବତୀ ଅଚେତ ହୋଇ ପଡିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ…

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳେ ଟାଙ୍ଗୀ ଥାନା…

ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା

ଅନୁଗୁଳ: ମର୍ଡରର ନୂଆ ତରିକା। ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା । ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ। କୁକୁଡ଼ା ଫାର୍ମରେ ଶୋଇଥିବାବେଳେ ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା…

ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ…

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ବୁଡି ମୃତ୍ୟୁ ହୋଇଥିବା କହିଲେ ଏସପି…

ସମ୍ବଲପୁର: ଭିସୁଟ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ପ୍ରତିକ୍ରିୟା। ପୋଷ୍ଟ ମର୍ଟମ ଆସିଥିବାବେଳେ ସେଥିରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିବା ଏସପି କହିଛନ୍ତି । ଆସନ୍ତାକାଲି ଆସି ପାରେ ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ ସେଥିରେ ସନ୍ତୁଷ୍ଟିଜନକ ଉତ୍ତର…

ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ

ଜଗତସିଂହପୁର ଟାଉନ୍/ବାଲିକୁଦା : ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣରେ ଆହତ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ। ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ପ୍ରାୟ…