Browsing Category

ଅପରାଧ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…

ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ । …

ଚାକରାଣୀଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ…

ବନେଶ୍ୱର: ଚାକରାଣିଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ । ସମ୍ପୃକ୍ତ ମାଲିକ ଜଣଙ୍କ ହେଲେ କାର୍ତ୍ତିକ ମୁଦୁଲି । ତାଙ୍କ ଘର ସୁନ୍ଦରପଦା, ବିଦ୍ୟୁତ ସବ୍ ଷ୍ଟେସନ ପାଖରେ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ହାଉସ ମେଡ ହୋଇଥିବା ବେଳେ କାର୍ତ୍ତିକ ମେକାନିକ ଅଟନ୍ତି । କାର୍ତ୍ତିକ…

ପୁଣି ହାତୀ ନେଲା ଜୀବନ

ମୟୁରଭଞ୍ଜ: ହାତୀପଲ ପାଇଁ ଚରାଭୁଇଁ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର। ଯଦିଓ ହାତୀ ଜଙ୍ଗଲୀ ଜୀଵ କିନ୍ତୁ ଏବେର ପରିବର୍ତ୍ତିତ ସ୍ଥିତିରେ ହାତୀପଲ ଜଙ୍ଗଲରେ ରହିବାକୁ ସୁରକ୍ଷିତ ମଣୁନଥିବା ଅନୁମାନ କରାଯାଉଛି। ଯୋଉଥିପାଇଁ ଗାଁ ହେଉକି ସହର ଭିତରକୁ ପଶି ଆସୁଛନ୍ତି। ଆଉ ନେଉଛନ୍ତି…

ଚିନ୍ମୟୀ ମୃତ୍ୟୁ ମାମଲା : ବୟଫ୍ରେଣ୍ଡର ହେବ ଲାଏ ଡିଟେକ୍ସନ ଟେଷ୍ଟ…

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା । ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି । ଗତକାଲି…

ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ସଦସ୍ୟ ଗିରଫ, ୩୧ ମୂଲ୍ୟବାନ ମୂର୍ତ୍ତି ଓ ନମ୍ବର ବିହୀନ ବାଇକ୍‌ ଜବତ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍‌ (୪୦), ବିଜୟ…

ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଆଇଟିଆଇ କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନାଗେଶ୍ୱରୀ ଗଣ୍ଡ। ସେ ଆରଏସି ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ନାଗେଶ୍ୱରୀଙ୍କ ଘର ରାଇଘର ସରଗୁଲି ସାଲେଭାଟ୍ଟା ଗାଁରେ ବୋଲି…

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ରାଜ୍ୟର ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରୋଡ଼ ବିଣିଆପାଟ, ବଜାଜ ସୋ’ରୁମ, ହୋଟେଲ ଇଣ୍ଡିଆଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି। …

ଭିଜିଲାନ୍ସ ଜାଲରେ KBK ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରୁଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱରର ୩ଟି, କଳାହାଣ୍ଡି ସ୍ଥିତ…

ଚାପି ଦେଲା ଟ୍ରକ୍‌, ଚାଲିଗଲା କନେଷ୍ଟବଳଙ୍କ ଜୀବନ

ନବରଙ୍ଗପୁର: ଡ୍ୟୁଟି ସାରି ମେସ୍‌ମୁହାଁ ହୋଇଥିଲେ। ମାତ୍ର ବାଟରେ ଘଟିଲା ଅଘଟଣ। ମେସ୍‌ରେ ପହଞ୍ଚିବା ପୂର୍ବରୁ ରାସ୍ତା ଉପରେ ଚାପି ଦେଲା ଟ୍ରକ୍‌। ଫଳରେ ଅକାଳରେ ଛଟପଟ ହୋଇ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ନବରଙ୍ଗପୁର ସହର ର ଡିଆରଡିଏ…

ମାଲକାନଗିରି ସୀମାନ୍ତ ରେ ଏନକାଉଣ୍ଟର ସମୟରେ ନକ୍ସଲ ଦମ୍ପତି ଗିରଫ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଅନ୍ତର୍ଗତ ଗାଦିରାସ ଥାନା ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରରେ ୧୦ ଲକ୍ଷ ଇନାମୀ ନକ୍ସଲ ଦମ୍ପତି ଗିରଫ l ଗିରଫ ହୋଇଥିବା ଦୁଇ ନକ୍ସଲ ମଧ୍ୟରୁ ପୁରୁଷ ନକ୍ସଲ ଉପରେ ୮ ଲକ୍ଷ ଏବଂ ମହିଳା ନକ୍ସଲ ଉପରେ ୨ ଲକ୍ଷ ଛତିଶଗଡ…