Browsing Category

ଅପରାଧ

ସନରାଇଜ ହସ୍ପିଟାଲ ସିଲ୍‌

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ସନରାଇଜ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଏସ୍‌କେୱାଇ ଯୋଜନାରେ ଏହି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ବି ରୋଗୀଙ୍କୁ ପ୍ରଲୋଭିତ କରି ଆଡମିଟ କରୁଛି। ପରେ କାର୍ଡ ବନ୍ଧା ରଖି ଟଙ୍କା ଦେବାକୁ ବାଧ୍ୟ କରୁଛି । ଏପରି ସାଂଘାତିକ ଅଭିଯୋଗ…

୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ରାକେଟର ପର୍ଦ୍ଦାଫାସ

ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍‌ ଉପରେ କାର୍ଯ୍ୟାନୁଷ୍ଠାନ । ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ । ଓଡ଼ିଶା ସରକାର ୟୁପି ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତରପ୍ରଦେଶ ଷ୍ଟେଟ ଟାସ୍କ ଫୋର୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ସିକନ୍ଦ୍ରାବାଦ ଥାନା ବୁଲନ୍ଦସହର ଅଶୋକ…

ମଣ୍ଟୁ ଛୁରିଆଙ୍କ ନାମରେ ଫେକ ଆକାଉଣ୍ଟ କରି ଟଙ୍କା ମାଗିବା ଘଟଣାରେ ୨ ଗିରଫ…

ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଫେସବୁକ ଓ ପବଜି ଆକାଉଣ୍ଟ କରି ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ। ଗିରଫ ଅଭିଯୁକ୍ତମାନେ ଦେବଗଡ ଜିଲ୍ଲାର ହୋଇଥିବାବେଳେ ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜକୁ ମଣ୍ଟୁ ଛୁରିଆ କହି…

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲା: ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି…

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏନେଇ ଆଇପିସିର ଧାରା ୩୦୨, ୨୦୧ ଓ ୩୪ରେ ମାମଲା ରୁଜୁ ହୋଇଛି । ବୁର୍ଲା ଥାନା ପୋଲିସ ଚିନ୍ମୟୀଙ୍କ ଡାଏଟମ ଓ ଭିସେରା ଟେଷ୍ଟ କରାଯିବ…

ପରୀକ୍ଷା ଦେଇ ବାହାରିବା ପରେ +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ…

ଗୁଣପୁର: ଗୁଣପୁରରେ +୨ ଯାତ୍ରୀଙ୍କ ଗଳା କାଟିଲା ଯୁବକ । ଦ୍ରୌପଦୀ କଲେଜ ନିକଟରେ ଛାତ୍ରୀ ଜଣକ ପରୀକ୍ଷା ଦେଇ ବାହାରିବା ବେଳେ ଗଳା କାଟିଲା ଯୁବକ । ଗୁରୁତର ଯାତ୍ରୀ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଯୁବକକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ…

ଦିବ୍ୟାଙ୍ଗ ମହିଳାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା, ଜିଲ୍ଲାପାଳଙ୍କୁ ଭେଟି ବଖାଣିଲେ ଦୁଃଖ…

ବାଲେଶ୍ବର: ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଅଭିଯୋଗ। ତାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା । ଯାହାଫଳରେ ମହିଳା ଜଣକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଜଗି ବସିଥିବାବେଳେ ଜିଲ୍ଲାପାଳ ପହଞ୍ଚୁ ପହଞ୍ଚୁ ତାଙ୍କ ଗାଡି ନିକଟରେ ପହଞ୍ଚି…

ବୈତରଣୀ ବ୍ରିଜ ନିକଟରୁ ୨ ଅଫୁଟା ବୋମା ଉଦ୍ଧାର…

ଚାନ୍ଦବାଲି : କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଶୈଚ ହେବାକୁ ଯାଇଥିଲେ । ଗୋଟିଏ ବ୍ଯାଗରେ ୨ ଗୋଟି ହାତ ତିଆରି ଅଫୁଟା ବୋମା ଥିବାର…

ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ: ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ…

ଭଦ୍ରକ : ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ। ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ । ଏନେଇ ଭଦ୍ରକ ମେଡିକାଲରେ ଚାପା ଉତ୍ତେଜନା । ସୂଚନା ଅନୁସାରେ, ମୃତ ଛାତ୍ର ଶୁଭେନ୍ଦୁ ରାଉତ ଥଣ୍ଡା ଜ୍ୱରରେ ଆକ୍ରାନ୍ତ…

ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା, ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର…

ବାଲେଶ୍ୱର: ନିଜ ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା । ଏଭଳି ଅବାନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆ ଠାରେ । ମୃତକ ହେଲେ ରଘୁନାଥ ବେହେରା ଓ ପତ୍ନୀ ପ୍ରଭାତୀ । ରାତି ପ୍ରାୟ ୧୦ଟା ବେଳେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ଘରୁ ମାତ୍ର ୫ ଶହ…

ମୋ ଝିଅ ବହୁତ ଷ୍ଟ୍ରଙ୍ଗ, ସେ କେବେବି ଆତ୍ମହତ୍ୟା କରିବନି, ତାକୁ ତଣ୍ଟି ଚିପି ମାରିଦେଇଛନ୍ତି : ଛାତ୍ରୀଙ୍କ ମା’

ସମ୍ବଲପୁର: ‘ମୋ’ ଝିଅ ବହୁତ ଷ୍ଟ୍ରଙ୍ଗା। ସେ କେବେବି ଆତ୍ମହତ୍ୟା କରିବନି। ଜୋରଜବରଦସ୍ତ ତଣ୍ଟି ଚିପି ତାକୁ ମାରିଦେଇଛନ୍ତି। କେବଳ ଜଣଙ୍କ ଦ୍ୱାରା ବି ଏହା ସମ୍ଭବ ନୁହେଁ, ଏଥିରେ ଆହୁରି କିଛି ଜଣଙ୍କ ସମ୍ପୃକ୍ତି ରହିଛି। ’ ନିଖୋଜ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ…