Browsing Category

ଅପରାଧ

ନବ ଦାସ ହତ୍ୟା ମାମଲା: ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବ ନାର୍କୋ ଟେଷ୍ଟ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ…

ନବ ଦାସ ହତ୍ୟା ମାମଲା: ତଦନ୍ତକୁ ସମୟ ଲାଗିବ: ଡିଜିପି…

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ…

ନବ ଦାସ ହତ୍ୟା ମାମଲା : ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର: ଝାରସୁଗୁଡାରେ ତଦନ୍ତ ତଦାରଖ ପରେ ଜଷ୍‌ଟିସ ଜେପି ଗଣମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ଟେଷ୍ଟ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗୋପଳକୁ ପଚରାଉଚରା କଲେ କି ପ୍ରଶ୍ନରେ ଜଷ୍ଟିସ…

ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର

ସମ୍ବଲପୁର: ଚଳନ୍ତା ଟ୍ରକ୍‌ରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି…

ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା !

କଟକ: ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଆଉ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଜଗତପୁର ଟ୍ରକ ଟର୍ମିନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ପୋଲିସ ମୃତଦେହକୁ ଉଦ୍ଧାର କରି ଜଗତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ମୃତ ମହିଳା…

ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି

ଝାରସୁଗୁଡ଼ା: କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଝାରସୁଗୁଡ଼ାରେ…

ରଶି ଲଗାଇ ଜୀବନ ହାରିଲେ ମହିଳା…

ବ୍ରହ୍ମପୁର: ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇଲରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ…

ଅର୍ଚ୍ଚନା ଜଗବନ୍ଧୁ ବ୍ଲାକ୍‌ମେଲିଂ ମାମଲା : ସହଯୋଗୀ ଅଭିଯୁକ୍ତ ଖଗେଶ୍ୱରର ଜାମିନ୍ ଖାରଜ

ଭୁବନେଶ୍ୱର: ହନିଟ୍ରାପ ବ୍ଲାକମେଲିଂ ସହ ମନିଲଣ୍ଡିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କ ପ୍ରମୁଖ ସହଯୋଗୀ ଖଗେଶ୍ୱର ପାତ୍ର ପାଇଁ ବଢିଛି ଅଡୁଆ । ଖଗେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି…

ଗଂଜେଇ ଚାଲାଣ ବେଳେ  ଗଂଜେଇ ସହ ଦୁଇ ଗିରଫ …

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଚାଲିଛି ବେଧଡକ ଗଞ୍ଜେଇ ଚଲାଣ  l ଅବକାରୀ ଗୁଇନ୍ଦା ବିଭାଗ  ଡାଳେ ଡାଳେ ଗଲେ ଗଂଜେଇ ମାଫିଆ ପତ୍ରେ ପତ୍ରେ ଯାଉଥିବା ଦେଖିବାକୁ ମିଳୁଛି l ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଆଜି ପୁଣି ଥରେ ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ…

ହିଞ୍ଜିଳିକାଟୁ : ଦୋକାନ ତାଲା କାଟି ଲୁଟ୍‌…

ହିଞ୍ଜିଳିକାଟୁ , ୮।୨ ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଦୁର୍ଗାମଣ୍ଡପ ଗାୟତ୍ରୀ ନଗର ପ୍ରଥମ ଲାଇନ ରେ ଥିବା ଏକ ତେଜରାତି ଦୋକାନ ରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା କାଟି କ୍ୟାସ୍‌ ବାକ୍ସରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୋକାନ ମାଲିକ…