Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରୁ ବୁଧୁବାର ପୁଣି ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଛି । କନ୍ଧମାଳ ଏସ ପି ଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ବରେ ପୋଲିସ ଟିମ ଗୋଛାପଡା ଥାନା ଅନ୍ତର୍ଗତ ପଲ୍ଲା ବୁରୁଡି!-->!-->!-->…
ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର…
ବ୍ରହ୍ମପୁର : ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇନରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ!-->!-->!-->…
ନୀଳାଚଳ ଭକ୍ତ ନିବାସ ନାମରେ ସାଇବର୍ ଠକେଇ ଘଟଣା: ଦୁଇ ଅଭିଯୁକ୍ତ ଗିରଫ…
ପୁରୀ: ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଉଭୟଙ୍କଠାରୁ ୫ଟି!-->…
ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ, ଦେଖାଇଲା ଡେମୋ
ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା!-->…
ଲୁନାକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର
ନୟାଗଡ: ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁନାଗାଡିକୁ ପଛପଟୁ ଧକ୍କାଦେଲା ମଧୁବାସନ୍ତି ଗଣନାଟ୍ୟର ଟ୍ରକ।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ!-->…
ପୁଅ ସହ କଥା ହେବାରୁ ଝିଅକୁ ରାତିସାରା ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକ
ଭୁବନେଶ୍ୱର: ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକେ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଜଗନ୍ନାଥ ଲେ୍ପର୍ଶି କଲୋନୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା!-->!-->!-->…
ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ…
ଖଲ୍ଲିକୋଟ: ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ।
ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ!-->!-->!-->…
ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର
କଟକ : ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ ।!-->…
ଏକତରଫା ପ୍ରେମରେ ବିଫଳ ପରେ ଯୁବକର ଉନ୍ମତ୍ତକାଣ୍ଡ, ଝିଅର ଘରେ ପଶି ନିଆଁ ଲଗାଇ ଦେବାକୁ ଦେଲା ଧମକ…
ଭଦ୍ରକ : ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମରେ ସଫଳ ନହେବାରୁ ବାଡି ପଟେ ଆସି ଘରେ ପଶିବାକୁ ଉଦ୍ୟମ କଲା ଆଉ ଧରା ପଡିବା ସମୟରେ ସୁଯୋଗ ନମିଳିବାରୁ ମାରଣାସ୍ତ୍ର ଧରି ଧମକାଇବା ସହିତ ପେଟ୍ରୋଲ ଢାଳି ଘର ଜାଳି ଦେବାକୁ ଧମକ ଦେଲା । ଶେଷରେ ଗ୍ରାମବାସୀ ଉକ୍ତ!-->…
ପ୍ୟାଣ୍ଟାଲୁନ୍ସ ସୋ’ରୁମ୍କୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍ ଜାରି…
ବ୍ରହ୍ମପୁର : କମାପଲ୍ଲୀ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ୟାଣ୍ଟାଲୁନ୍ସ ସୋ’ରୁମ୍କୁ ସୋମବାର ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ରେ ଉଲ୍ଲେଖ ରହିଛି ଯେ, ଲୋୟର ବେସ୍ମେଣ୍ଟ ସହିତ ଅଣ୍ଡର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଳୋର୍ ଏବଂ ୩ ମହଲା କୋଠା ପାଇଁ!-->…