Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ : ଜମିବାଡ଼ି ବିବାଦ ଥିଲା ମୂଳ କେନ୍ଦ୍ର..
ରାଉରକେଲା: ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।!-->…
ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି…
ଝାରସୁଗୁଡ଼ା : ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍ । ତାର ଲେୟର୍ଡ ଭଏସ୍ ଆନାଲିସିସ୍ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ!-->…
ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ…
ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ ସହ ଟ୍ରକ୍ ଜବତ ହୋଇଛି । ଏହା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
କୌଣସି ବିଶେଷ ସୂତ୍ରରୁ ଖବର ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶକୁ!-->!-->!-->…
ଦାରିଙ୍ଗବାଡି : ୨୩ କେଜି ଗଂଜେଇ ଜବତ ଜଣେ ଗିରଫ…
ଦାରିଙ୍ଗବାଡ଼ି,୦୪/୨,ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଲକଟି ଛକ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଗାଡ଼ି ଅପେକ୍ଷାରେ ରହିଥିବା ବେଳେ ଚାଲାଣ କାରୀକୁ ପୋଲିସ ଚତୁରତାର ସହ କାବୁ କରିନେବା ସହ ବସ୍ତା ଯୋଗେ ନେଉଥିବା ୨୩ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ କରି ଗତକାଲି କୋର୍ଟ ଚାଲାଣ!-->!-->!-->…
୫୦ ଫୁଟ ତଳକୁ ଖସିଲା କାର୍, ୩ ଗୁରୁତର
ଗତକାଲି ବିଳମ୍ବିତ ରାତିରେ ନିଆଳି ଥାନା ବିଲାସୁଣୀ ବଳିକୁଡଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଳିକୁଡଠାରେ ଥିବା କୁଣ୍ଡିମୁହଁ ପୋଲ ଅତିକ୍ରମ କରିବା ପରେ ଏକ କାର୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ କାର୍ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି।!-->…
୧୫ଫୁଟ୍ ତଳକୁ ଖସିଲା ବାଇକ୍; ଶଳା ମୃତ, ଭିଣୋଇ ଆହତ…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଜଣକ ହେଲେ!-->!-->!-->…
ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର
ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି!-->…
ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍ : ସ୍ତ୍ରୀ ଓ ପୁତୁରାଙ୍କୁ ପଚରା ଉଚରା…
ବହ୍ମପୁର: ନବ ଦାସ ହତ୍ୟାକାରୀ ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍ର ଛାନ୍ବିନ୍ । ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଘରେ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଖୋଳତାଡ଼ କରିଛି । ଗୋପାଳ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ଟିମ୍ । ଗୋପାଳଙ୍କ ପଡିଶା!-->…
ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୧୦ରୁ ଉର୍ଦ୍ଧ୍ୱ ଗିରଫ
ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ। ପରେ ବାଲି ମାଫିଆ ଉପଜିଲ୍ଲାପାଳ ଓ!-->…
ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ…
କଳାହାଣ୍ଡି : କଳାହାଣ୍ଡିରେ ମାଓ କ୍ୟାମ୍ପ ଠାବ। ନର୍ଲା ଥାନା ସମାଝୋଲା ପରଗଲ ସଂରକ୍ଷିତ ଜଙ୍ଗଲରେ CRPF ଓ ପୋଲିସର ମିଳିତ ଅପରେସନ ବେଳେ ସିପିଆଇ ମାଓ କ୍ୟାମ୍ପ ଠାବ ହୋଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାବାହିନୀ । ବଂଶାଧାରା-ଘୁମୁସର-ନାଗାବଳୀ ଡିଭିଜନ ମାଓବାଦୀ!-->…