Browsing Category

ଅପରାଧ

ଘରୋଇ ନର୍ସିଂହୋମରେ ମହିଳାଙ୍କୁ ଅସ୍ତ୍ରୋପଚାର ପରେ ମୃତ୍ୟୁ ଅଭିଯୋଗ, ବ୍ୟାପକ ଭଙ୍ଗାରୁଜା

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ…

ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି କୋଟିଏ ଟଙ୍କାର ସୁନା ଓ ୫ ଲକ୍ଷ ଟଙ୍କା ଲୁଟ୍‌…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ। ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଆଜି ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିବା ପରେ ଫାଙ୍କା ଗୁଳି ଫୁଟାଇ କ୍ୟାସିୟର ଓ ଅନ୍ୟ କର୍ମଚାରୀଙ୍କ ଠାରୁ ଏ…

ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ…

ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫିଲାଡି କଣ୍ଟା ବଣିଆ ନିକଟ ବୁଢାବଳଙ୍ଗ ନଦୀ ରେ ଏକ ବେଆଇନ ବାଲି ଖାଦାନରେ ଚଢାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତି ରାମ…

୭ କୁଚିଆ ମଦ ବେପାରି ଗିରଫ…

ବଲାଙ୍ଗିର : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରି ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୁର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଆଉ ନିସ୍ତାର ନାହିଁ । ବାଲଙ୍ଗିର ପୋଲିସ ଏମାନଙ୍କୁ କାବୁ କରିବା…

ନବ ଦାସ ହତ୍ୟା ମାମଲା, ଟିକେ ସମୟ ଲାଗିବ: ଡିଜିପି…

କଟକ: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନବ ଦାସ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସାମ୍ବାଦିକ ସମ୍ମିଳନୀରେ ସୁନିଲ ବଂଶଲ କହିଛନ୍ତି ଯେ, ଘଟଣାର ଉପରେ ପ୍ରଥମ ଦିନରୁ ହିଁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତେବେ ଘଟଣା ମୂଳରେ ପହଞ୍ଚିବାକୁ କିଛି ସମୟ…

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ ଟା ସମୟରେ ନବୀନ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଗାଁ…

ନକଲି ନୋଟ୍ କାରବାର, ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କଲା ଏସ୍‌ଟିଏଫ୍…

ବଲାଙ୍ଗୀର : ଏସ୍‌ଟିଏଫ୍ ଜାଲରେ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ। ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ ଏସ୍‌ଟିଏଫ୍ ଟିମ୍। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେଇ…

ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର…

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର ଙ୍କାଳ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି । ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଘଟଣାରେ ବିଜୟଶଙ୍କରଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ…

ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା…