Browsing Category

ଅପରାଧ

ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା…

ଭୁବନେଶ୍ୱର: ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା ଓ ନଗଦ କୋଟିଏ ୫୭ ଲକ୍ଷ ଟଙ୍କା। ଏହାଛଡ଼ା ଆହୁରି ଅମାପ ସମ୍ପତ୍ତି ମିଳିଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ଉ ବେଳେ ସିବିଆଇକୁ ଏ ସବୁ ସମ୍ପତ୍ତି ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ…

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା।  ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଛି ଶକ୍ତ ଝଟକା। ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳି ନାହିଁ। ଫଳରେ ସମନ…

ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ…

ଭଦ୍ରକ: ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେ ରେ ସ୍ତ୍ରୀ କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା…

ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ- ଯେଉଁଠି ରହିବି ପୁଅ ସହ ରହିବି…

କଟକ: ସାବତ ପୁଅକୁ ବହୁତ ଭଲ ପାଉଥିଲେ ଶିଳ୍ପୀ ଖୁଣ୍ଟିଆ। ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିବାକୁ ପ୍ରସ୍ତୁତ ନ ଥିଲେ। ସାବତ ପୁଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ନେଇଯିବାକୁ ବାରମ୍ବାର ଧମକ ଦେଉଥିବା ବେଳେ ଏହାକୁ ବରଦାସ୍ତ କରୁ ନଥିଲେ ଶିଳ୍ପୀ। ସେ ଯେଉଁଠି ରହିବେ, ପୁଅ ବି ସେଇଠି ରହିବ…

ପୋଖରୀ ହୁଡ଼ାରୁ ଶିଶୁକନ୍ୟା ଉଦ୍ଧାର…

ମୋହନା: କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ…

ସାବତ ପୁଅର ତଣ୍ଟି କାଟି ଶିଳ୍ପୀଙ୍କ ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ସ୍ୱାମୀ…

କଟକ : ଗତକାଲି କଟକରେ ଦେଖିବାକୁ ମିଳିଥିଲା ପାରିବାରିକ କଳହର ଉଗ୍ରରୂପ । ହିତାହିତ ଜ୍ଞାନ ଭୁଲି ୨ ବର୍ଷର ସାବତ ପୁଅର ତଣ୍ଟି କାଟିବା ସହ ଜଣେ ମହିଳା ଝୁଲି ପଡ଼ିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୁଲିସ୍‌…

ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ସ୍ଥାନରେ ଚଢ଼ାଉ…

ନୂଆପଡ଼ା: ସକାଳୁ ସକାଳୁ ବିଡିଓ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ  ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି…

ପଞ୍ଚାୟତ ପରିସରରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରି…

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ କାର୍ଯ୍ୟାଳୟ ସହ ଏକ ଲୁଗା ଦୋକାନ ଓ ଜନସେବା କେନ୍ଦ୍ର ରୁ ଗୋଟିଏ ରାତି ରେ ଲକ୍ଷାଧିକ ଟଙ୍କା ଲୁଗା , କମ୍ପ୍ୟୁଟର ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ରାତିରେ ଦୃବୃତ୍ତ…

ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶିଶୁ ଉଦ୍ଧାର…

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।…

ଏଟିଏମ ଚୋର ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଏଟିଏମ କାଉଣ୍ଟରକୁ ଭଦ୍ର ବେଶରେ ଆସନ୍ତି, ଆଉ ପିନ ନମ୍ବର ଓ କାର୍ଡ ନେଇ ଲୋକଙ୍କୁ କଳାକନା ବୁଲାନ୍ତି। ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଛି ଲକ୍ଷ୍ମୀସାଗର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଗଂଜାମ ପୋଲସରାର ମନୋଜ କୁମାର ସାହୁ ଓ ଭଞ୍ଜନଗର ର ଗୋବର୍ଦ୍ଧନ ପାତ୍ର । ଏମାନଙ୍କ ନାଁରେ…