Browsing Category

ଅପରାଧ

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ କ୍ଲିନଚିଟ୍‌ ପରେ ବି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ…

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାକୁ ୩ ବର୍ଷ ପୂରି ସାରିଥିଲେ ବି ଏହି ମାମଲା ଶେଷ ହେବା ନାଁ ଧରନି। ଏହି ଘଟଣାରେ ତତ୍‌କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରି ଆସୁଥିବା ବେଳେ…

ଫ୍ଲାଏ ଓଭରରୁ ଖସି ଆଖି ବୁଜିଲେ ଛାତ୍ର…

ସମ୍ବଲପୁର: ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଫ୍ଲାଏ ଓଭରରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ କ୍ଲିଫର୍ଡ କୁଜୁର । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ସେଠାରେ…

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଛାତ୍ରୀ ମୃତ୍ୟୁକୁ ନେଇ ହେବାକୁ ଥିବା ଆନ୍ଦୋଳନ ସ୍ତଗିତ ରହିଲା…

ଦାରିଙ୍ଗବାଡି, ୧୪/ ୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଉଲ୍ଲିପଦର ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ସୁନେଲି ମାଝୀଙ୍କ ଗତ ୧୧ ତାରିଖରେ ହୋଇ ଥିବା ମୃତ୍ୟୁ ଘଟଣାରେ ଜନ ଆନ୍ଦୋଳନ ତେଜିଥିଲା । ଅଞ୍ଚଳ ବାସୀଙ୍କ ଦାବୀ ଥିଲା…

ମହିଳା କ୍ରିକେଟର ମୃତ୍ୟ ଘଟଣା : ପୋଷ୍ଟମର୍ଟମ ପରେ ରାଜଶ୍ରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର…

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ କଟକ ବଡ଼ଡାକ୍ତରଖାନାରେ ପହଂଚିଛି। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ପୁଲିସ ଆଜି ସନ୍ଧ୍ୟାରେ ରାଜଶ୍ରୀଙ୍କ ମୃତଦେହ ନେଇ ବଡ଼ଡାକ୍ତରଖାନାକୁ ନେଇ ଆସିଛି। ଏଠାରେ ରାଜଶ୍ରୀଙ୍କ ମୃତଦେହ‌ ପୋଷ୍ଟମର୍ଟମ ହୋଇଛି।…

ଧାନମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କଲେ ନକ୍ସଲ…

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ…

ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା…

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପାଲିଗୁଡା ଠାରେ ଜନୈକ ଯୁବକ ଏକ ତେନ୍ତୁଳି ଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ କୃପା ମୁଦୁଲି (୨୫)। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ବନୁଆଗୁଡା ଗ୍ରାମର ଗରା…

ବହି କିଣିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ୨ ନାବାଳିକା…

ଫୁଲବାଣୀ: ବହି କିଣିବାକୁ ସାଙ୍ଗ ହୋଇ ଘର ପାଖ ବଜାରକୁ ଯାଇଥିଲେ ୨ ନାବାଳିକା । କିଛି ସମୟରେ ଘରକୁ ଫେରିଥାନ୍ତେ। ମାତ୍ର ତା’ ପୂର୍ବରୁ ୨ ଯୌନ ପିପାସୁଙ୍କ ହାବୁଡ଼ରେ ପଡ଼ିଗଲେ। ସେମାନେ ଉଭୟଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗାଡ଼ି ଯୋଗେ ନେଇ ଏକ  ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ…

ବୃଦ୍ଧ ବାପାର ମୃତ୍ୟୁ ପରେ ବି ପାଖ ମାଡିଲେନି ପୁଅ ଓ ଝିଅ…

ଫୁଲବାଣୀ: ରାସ୍ତା ପାର୍ଶ୍ୱରେ ନିଃସହାୟ ଭାବେ ପଡିରହିଛି ୯୦ ବର୍ଷିୟ ବୃଦ୍ଧ ନିମାଇ ଚରଣ ସାହୁଙ୍କ ମୃତଦେହ । ନିମାଇଙ୍କର ଦୁଇ ପୁଅ ଓ ଗୋଟେ ଝିଅ। କେତେ କଷ୍ଟ ଯନ୍ତ୍ରଣା ସହି ଏମାନଙ୍କୁ ବଡ କରିଥିଲେ ନିମାଇ। ହେଲେ ଏଇ ଦୁଇ ପୁଅ ଓ ଝିଅର ହୃଦୟ ଏତେ କୋଠର ଯେ, ବାପାର ମୃତ୍ୟୁ…

ମହିଳା କ୍ରିକେଟର ନିଖୋଜ ମାମଲା : ଜଙ୍ଗଲରୁ ମିଳିଲା ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ…

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଲା ମୃତଦେହ। ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା…

ଗଞ୍ଜେଇ ଖୋଜୁଖୋଜୁ ବସ୍‌ରୁ ଯାତ୍ରୀଙ୍କ ନିକଟରୁ ମିଳିଲା ୪ ପେଟି ଟଙ୍କା…

କଟକ: ବିପୁଳ ପରିମାଣରେ ଟଙ୍କା ଜବତ। ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍‌ରୁ ବିପୁଳ ଟଙ୍କା ଜବତ…