Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍ କୋଠା ଆଟାଚ୍…
ଭୁବନେଶ୍ୱର : ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍!-->…
ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା
କଟକ : ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ!-->…
ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ…
ଦେବଗଡ଼: ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ ମୁଣ୍ଡରେ!-->…
ଦେଶୀ ମଦ ସହ ସ୍କୁଟି ଜବତ, ଜଣେ ଅଟକ…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ଛକରେ ମଦ ଧରି ଆସୁଥିବା ଏକ ସ୍କୁଟିକୁ ଜବତ କରିବା ସହ ସମ୍ପୃକ୍ତ ମଦ ବେପାରୀକୁ ପୋଲିସ ଅଟକ କରିଥିବା ଜଣାଯାଇଛି । ଗିରଫ ବ୍ଯକ୍ତି ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ମହିମା ନଗରର ସୁବ୍ରତ କୁମାର ଜେନା । ଏ ନେଇ ଥାନାରେ କେସ୍ ନଂ!-->…
ଅର୍ଚ୍ଚନା ହନିଟ୍ରାପ ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ୱର଼: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି ।
ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି । କିଛି!-->!-->!-->…
ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା
ଢ଼େଙ୍କାନାଳ : ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରୁ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ଜଣ ଦୁର୍ବୁତ୍ତ । ଉକ୍ତ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ଭୁଜାଲିରେ ହାଣି ଟଙ୍କା ଝାମ୍ପି ନେଇଥିଲେ ।
ମିଳିଥିବା ସୂଚନା!-->!-->!-->…
ଅଟୋକୁ ମୁହାଁମୁହିଁ ପିଟିଲା ପିକ୍ ଅପ୍ ଭ୍ୟାନ୍, ୩ ମୃତ
ମୟୁରଭଞ୍ଜ : ଏକ ଅଟୋ ସହ ପିକ୍ଅପ୍ ଭ୍ୟାନ୍ ର ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ଏକ ଯାତ୍ରୀବାହୀ ଅଟୋ ଓ ମାଲବୋଝେଇ ପିକଅପ୍ ଭ୍ୟାନ!-->…
ବସ୍ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ…
ଢ଼େଙ୍କାନାଳ଼ : ଢେଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଉପର ବାଘଲୁଣ୍ଡା ଗ୍ରାମ ନିକଟରେ ରୁଙ୍ଗଟା କମ୍ପାନୀ ବସ ଦୁର୍ଘଟଣାରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ସମ୍ପକୀୟ ଙ୍କ ସହ ସ୍କୁଟିରେ ବସି କଲେଜ ଯାଉଥିବା ବେଳେ ବସ ସହ ଘଟିଥିଲା ଦୃଘଟଣା!-->…
କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍ସୁଗର ଜବତ, ଜଣେ ଗିରଫ…
ଭୁବନେଶ୍ୱର: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା’ଠାରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଗିରଫ ବ୍ରାଉନ୍ସୁଗର ବେପାରୀର ନାଁ ହରପ୍ରସାଦ ପୃଷ୍ଟି!-->!-->!-->…
ଭୁବନେଶ୍ୱର Embassy କ୍ଲବ ସମ୍ମୁଖରେ ଭଙ୍ଗାରୁଜା ଘଟଣା: ୩୪ ଜଣଙ୍କୁ ଗିରଫ
ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି!-->…