Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୪ଟି ସ୍ଥାନରେ ଚଢ଼ାଉ
ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର,!-->…
ଜେଲରେ ୨ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ
ମାଲକାନଗିରି:ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଜଣେ କଏଦୀ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିର ସଦର ମହାକୁମାସ୍ଥିତ ଉପ କାରାଗାରରେ। ଆହତ କଏଦୀ ଜଣଙ୍କ ହେଲେ ପ୍ରଶାନ୍ତ କୁଣ୍ଡ। ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି!-->…
ସାଇବର ଠକେଇ ପ୍ରତିରୋଧ ଉପରେ ସଚେତନତା…
ଫୁଲବାଣୀ :- ଆଜିର ସମାଜରେ ସାଇବର ଠକେଇରୁ କିପରି ସତର୍କ ଓ ସଜାଗ ହୋଇପାରିବେ ସେହି ସମ୍ବନ୍ଧରେଫୁଲବାଣୀ ସ୍ଥିତ ସାଇନସ୍ ପାର୍କ ଠାରେ ଅଗ୍ରଣୀ ସଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସାଇବର ବିଶେଷଜ୍ଞ ବିଶ୍ବଜିତ ସାହୁ ବିଭିନ୍ନ!-->!-->!-->…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିରେ ଜାଲିଆତି…
ମାଲକାନଗିରି ,: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପତ୍ର ସଂଖ୍ୟା ୧୧୬୭୬ ତାରିଖ ୩୧.୦୫.୨୦୦୬ ଅନୁଯାୟୀ ଡିପିଇପି ମାଧ୍ୟମରେ ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତତା ଥିବା ଦେଖା ଯାଇଛିା ସରକାରଙ୍କ ଅଣସଂରକ୍ଷିତରେ କେବଳ ତାଲିମପ୍ରାପ୍ତ ବିଇଡି କିମ୍ବା ସିଟି!-->!-->!-->…
ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…
କଣ୍ଟାବାଞ୍ଜି : ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ହିମାଂଶୁ!-->…
ଅର୍ଥ ହେରଫେର ମାମଲା : ଚିଟ୍ଫଣ୍ଡ ସଂସ୍ଥାର ୪ ଜଣଙ୍କୁ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ…
ବାଲେଶ୍ବର: ୨୦୧୦ ମସିହା ଶସ୍ତ୍ର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲା । ବି. ମଲ୍ଲିକାର୍ଜୁନ ରାଜୁ ଓ ଭି.ସମ୍ପଦଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ। ଉଭୟଙ୍କୁ ୪.୨୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ସଦାଶିବ ନାୟକ, ତପନ ବାରିକଙ୍କୁ ୩ ବର୍ଷ ଜେଲ୍।!-->…
ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା…
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଡେପୁଟୀ କଲେକ୍ଟର । ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ୯ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି। ଚଢ଼ାଉ ବେଳେ ଘରୁ!-->…
ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…
ରାୟଗଡ଼ା: ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ପଡ଼ିଲେ ପୂର୍ଣ୍ଣାଙ୍ଗ କ୍ରାଇମବ୍ରାଞ୍ଚ ତଦନ୍ତ!-->…
କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ…
ଭୁବନେଶ୍ୱର: କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ । ମୃତକ ହେଲେ ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାର ତୋଫାନ ସାମଲ । ଗତ ୪ଦିନ ହେଲା ସେ ନିଖୋଜ ଥିଲେ ।
ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।!-->!-->!-->…
ଷ୍ଟେଟ୍ ଫରେନ୍ସିକ୍ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍ ଗୁମର, ଇଡିକୁ ମିଳିଛି ମୋବାଇଲ୍ ତଥ୍ୟ..
ଭୁବନେଶ୍ୱର: ଷ୍ଟେଟ୍ ଫରେନ୍ସିକ୍ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍ ଗୁମର । ଇଡିକୁ ମିଳିଛି ଅର୍ଚ୍ଚନା ନାଗର ମୋବାଇଲ୍ ତଥ୍ୟ । SFSLର ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ରହିଛି ସମସ୍ତ ତଥ୍ୟ । ହାର୍ଡଡିସ୍କରେ କ’ଣ ତଥ୍ୟ ରହିଛି? କ’ଣ ସବୁ ସିସିଟିଭିରେ କଏଦ ହୋଇଛି? କେଉଁ ବଡ଼!-->…